www.samajalive.in
Friday, December 12, 2025
15.1 C
Bhubaneswar

ବିଜୁ ଛାତ୍ର ଜନତା ଦଳ ତରଫରୁ ବାଳ କୁମାରୀ ପୀଠରେ ଚାରା ରୋପଣ

ଚିକିଟି:  ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ବିଜୁ ଛାତ୍ର ଜନତା ଦଳ ତରଫରୁ ମା’ ବାଳ କୁମାରୀ ପୀଠ ସମେତ ଘାଟି ରାସ୍ତାର ଉଭୟ ପାର୍ଶ୍ୱରେ ଚାରା ରୋପଣ କରାଯାଇଛି । ବିଜେଡି ସଂଗଠକ ସୁରେନ୍ଦ୍ର ମଣ୍ଡଳଙ୍କ ନେତୃତ୍ୱରେ ବ୍ଲକର ବିଜେଡି ଯୁବ କର୍ମୀ ମାନେ ଏକଜୁଟ ହୋଇ ତିନି କିଲୋମିଟର ଘାଟି ରାସ୍ତାର ଉଭୟ ପାର୍ଶ୍ଵରେ କଦମ୍ବ, ବଉଳ, ଲିମ୍ବ, ଶାଗୁଆନ, ପିସ୍ତା ବାଦାମ, ବାଦାମ, ମହାଲିମ, ବେଲ, ଅଶୋକ , ସୁବର୍ଣ୍ଣ ଚମ୍ପା, ଶିଶୁଆ ଭଳି ହଜାରେରୁ ଅଧିକ ଚାରା ରୋପଣ କରିଛନ୍ତି । ଏଥିରେ ବ୍ଲକ ଅଧ୍ୟକ୍ଷ ଆପନା ସେଠୀ, ଏନଏସି ଅଧକ୍ଷା ଦୀପା କୁମାରୀ ସାହୁ , ବ୍ଲକ ବିଜେଡି ସଭାପତି ହାରମ୍ବ ରେଡ୍ଡୀ, ପୂର୍ବତନ ବ୍ଲକ ଅଧକ୍ଷ ଏମ. ନାଗରଜୁ, ବ୍ଲକ ଛାତ୍ର ବିଜେଡି ସଭାପତି କାଳିପ୍ରସାଦ ପଣ୍ଡା, ଉମା ରେଡ୍ଡୀ, ବାପି ସାହୁ, ବିପଦ ପଣ୍ଡା, ପ୍ରଶାନ୍ତ ସାହୁ, ରୋହନ ପଟ୍ଟନାୟକ, ଜଗଦୀଶ ସାହୁ, ପ୍ରକାଶ ରାଉଳ, କୃଷ୍ଣ ପାଢ଼ୀ, ଶିବ ପ୍ରସାଦ , ପପୁ,  କିଶୋର ପଣ୍ଡା, ଅନିଲ ପୁରୋହିତ, ହରିଶ ପ୍ରଧାନ, ଧର୍ମା ରାଓଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇ ଚାରା ରୋପଣ କରିଛନ୍ତି |

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories