ଭଦ୍ରକ: ବୈତରଣୀ ନଦୀରେ ବୁଡି ୩ ଜଣ ପ୍ରାଣ ହରାଇଛନ୍ତି । ନେରଡା ନିକଟରେ ଗାଧୋଉ ଥିବା ବେଳେ ଅସାବଧାନତା ବଶତଃ ବୁଡି ଯାଇଛନ୍ତି । ମୃତ ତିନି ଜଣଙ୍କ ବୟସ ୧୫ରୁ ୨୨ ବର୍ଷ ମଧ୍ୟରେ ହେବ ଏବଂ ସୋମନଙ୍କ ଘର ବୋଇତେଇ ସାହିରେ ବୋଲି ଜଣାପଡିଛି ।
Popular Categories

ଭଦ୍ରକ: ବୈତରଣୀ ନଦୀରେ ବୁଡି ୩ ଜଣ ପ୍ରାଣ ହରାଇଛନ୍ତି । ନେରଡା ନିକଟରେ ଗାଧୋଉ ଥିବା ବେଳେ ଅସାବଧାନତା ବଶତଃ ବୁଡି ଯାଇଛନ୍ତି । ମୃତ ତିନି ଜଣଙ୍କ ବୟସ ୧୫ରୁ ୨୨ ବର୍ଷ ମଧ୍ୟରେ ହେବ ଏବଂ ସୋମନଙ୍କ ଘର ବୋଇତେଇ ସାହିରେ ବୋଲି ଜଣାପଡିଛି ।
Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!
