କଟକ : ଆରମ୍ଭ ହୋଇ ସାରିଛି ଶ୍ରାବଣ ମାସ। ଗତ ୨ ବର୍ଷ କୋଭିଡ କଟକଣା କାରଣରୁ କାଉଡିଆ ଭକ୍ତମାନେ ଶୈବପୀଠରେ ଜଳାଭିଷେକ କରିବା ପାଇଁ ବାରଣ କରାଯାଇଥିଲା। ତେବେ ଚଳିତ ବର୍ଷ ଜଳାଭିଷେକ କରିବେ ଶ୍ରଦ୍ଧାଳୁ। ଏହାସହ ଆଠଗଡ ସ୍ଥିତ ଧବଳେଶ୍ୱର ପୀଠକୁ ବାହୁଙ୍ଗି ନେବାକୁ ବାରଣ କରାଯାଇଛି। ପୀଠ ଭିତରକୁ ବାହୁଙ୍ଗି ଆଣିବାକୁ ଆଠଗଡ ଉପଜିଲ୍ଲାପାଳଙ୍କ ପକ୍ଷରୁ ବାରଣ କରାଯାଇଛି। ଝୁଲା ପୋଲ ପର୍ଯ୍ୟନ୍ତ କାଉଡିଆ ବାହୁଙ୍ଗି ଆଣିବେ ଓ ସେଠାରେ ରଖିବେ। ଝୁଲା ପୋଲ ଦେଇ କେବଳ କଳସ ଓ ଭୋଗ ନେଇ ଶ୍ରଦ୍ଧାଳୁ ପୀଠକୁ ଯିବେ।
Popular Categories



