www.samajalive.in
Saturday, December 6, 2025
17.1 C
Bhubaneswar

ରାଜ୍ୟରେ ଉପରମୁହାଁ ସଂକ୍ରମଣ ; ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର : ରାଜ୍ୟରେ ପୁଣି କରୋନା ସଂକ୍ରମଣ ଉପରମୁହାଁ। ୨୪ ଘଣ୍ଟାରେ ଆଉ ୫୭୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୬୯, ସଙ୍ଗରୋଧରୁ ୩୩୬,ସ୍ଥାନୀୟ ୨୩୬।

- Advertisement -


୨୫ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୧୯। ଅନୁଗୁଳରୁ ୧୪,ବାଲେଶ୍ୱର ୧୨, ବରଗଡ ୧, ଭଦ୍ରକ ୩, ବଲାଙ୍ଗୀର ୨, ବୌଦ୍ଧ ୧, କଟକ ୬୮, ଦେଓଗଡ ୨, ଗଜପତି ୫, ଜଗତସିଂହପୁର ୮, ଯାଜପୁର ୧୫, ଝାରସୁଗୁଡା ୬, କଳାହାଣ୍ଡି ୫, କେନ୍ଦ୍ରାପଡା ୧,କେନ୍ଦୁଝର ୩, କୋରାପୁଟ ୪, ମୟୁରଭଞ୍ଜ ୧୬, ନୟାଗଡ ୫, ନୂଆପଡା ୮, ପୁରୀ ୧୨, ରାୟଗଡା ୨,ସମ୍ବଲପୁର ୪୧, ସୋନପୁର ୩, ସୁନ୍ଦରଗଡ ୬୩,ଷ୍ଟେଟପୁଲରୁ ୫୩ । ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୪,୦୭୬କୁ ବୃଦ୍ଧି ପାଇଛି। ୧୨,୮୧,୫୩୭ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩,୩୬୦ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories