www.samajalive.in
Saturday, December 13, 2025
18.1 C
Bhubaneswar

ଆସିଲା ମାରୁତି ସୁଜ୍‍କି ୱାଗନ-ଆରର ନୂଆ ଏଡିସନ୍‍

ନୂଆଦିଲ୍ଲୀ : ଭାରତର ଲୋକପ୍ରିୟ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜକି ନିଜର ମେଡେଲ ୱାଗନ ଆରର ନୂଆ ଏଡିସନ ବଜାର ପ୍ରବେଶ କରାଇଛି। ପୂଜାକୁ ଦୃଷ୍ଟିରେ ରଖି କମ୍ପାନୀ ଏହାର ଲଞ୍ଚ କରିଥିବା କହିଛି। ଏହି କାରରେ ପୂର୍ବ କାର ତୂଳନାରେ ଅତ୍ୟାଧୁନିକ ସୁବିଧା ଦିଆଯାଇଛି। କାରର ବାହାର ଭାଗ ସହ କାରର ଭିତର ଭାଗରେ ମଧ୍ୟ ନୂଆ ସୁବିଧା ରହିଥିବା ଦେଖିବାକୁ ମିଳିଛି। ଷ୍ଟାଇଲିଂ କିଟ୍‍, ସ୍ପିକର ସହ ଡବଲ ଡିନ ବ୍ଲୁଟୁଥ ଓ ପଛୁଆ ପାର୍କିଂ ପାଇଁ ସେନସର ଆଦି ସୁବିଧା ରହିଛି। ଏହାବ୍ୟତୀତ କାରରେ ଷ୍ଟାଇଲିସ ସିଟ କଭର, ସେଣ୍ଟର କଂସାଲ, ପ୍ରିମିୟମ କୁସନ ସେଟ, ବଡି ଗ୍ରାଫିକ୍ସ ଓ ରିଅର ସପ୍ଲାୟର ମଧ୍ୟ ରହିଛି। କାରର ଇଞ୍ଜିନ କଥା କହିବାକୁ ଗଲେ ଏଥିରେ ୯୯୮ ସିସି ଇଞ୍ଜିନ, ସହ ଏଏମଟି ଗିୟରବକ୍ସ ରହିଛି। ଏହି କାରର ଲିମିଟେଡ ଏଡିସନ ୧୫,୪୯୦ ଟଙ୍କା ଓ ୨୫,୪୯୦ଟଙ୍କା ଦୁଇ ଏକ୍ସସିରିଜ କିଟ ମଧ୍ୟ ରହିଛି। ମାରୁତି ୱାଗନ ଆରରେ ଏଲଏକ୍ସଆଇ, ଭିଏକ୍ସଆଇ ଓ ଭିଏକ୍ସଆଇପ୍ଲସ ରେ ବଜାରରେ ଉପଲବ୍ଧ ରହିଛି। ସେହିପରି ଏହାର ମୂଲ୍ୟ ୪.୧୯ଲକ୍ଷ ଟଙ୍କା, ୪.୪୫ଲକ୍ଷ ଟଙ୍କା, ୪.୭୩ଲକ୍ଷ ଟଙ୍କା ରହିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories