ଜେଏମଏଫସି କୋର୍ଟ ପରିସରରେ ଚାରା ରୋପଣ
ହରଭଙ୍ଗା : ହରଭଙ୍ଗା ପ୍ରଥମ ଶ୍ରେଣୀ ବିଚାର ବିଭଗୀୟ ଅଦାଲତ (ଜେଏମଏଫସି) କୋର୍ଟ ପରିସରରେ ଗୁରୁବାର ବନବିଭାଗ ପକ୍ଷରୁ ୭୩ତମ ବନମହୋତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଚାରପତି ସୌମ୍ୟା ରାଓଙ୍କ ଉପସ୍ଥିତିରେ ଅଦାଲତ ପରିସରରେ ବୃକ୍ଷ ଚାରା ରୋପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଅଦାଲତର ସମସ୍ତ କର୍ମଚାରୀଙ୍କ ସହିତ ବନବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।
Comments are closed.