www.samajalive.in
Sunday, December 14, 2025
16.1 C
Bhubaneswar

ଭାରତୀୟ ମହିଳା କୁସ୍ତି ଦଳର ବାହାରିନ ଯାତ୍ରା

ପୁରୀ: ବାହାରିନ ଯାତ୍ରା କରିଛନ୍ତି ଭାରତୀୟ ମହିଳା କୁସ୍ତି ଦଳ ।  ଓଡ଼ିଆ କୁସ୍ତି କୋଚ ମନୀଷା ସାମଲଙ୍କ ନେତୃତ୍ୱରେ ଭାରତୀୟ ମହିଳା କୁସ୍ତି ଦଳ ବାହାରିନ ଯାତ୍ରା କରିଛନ୍ତି । ଏସିଆ କୁସ୍ତି ଚାମ୍ପିଅନସିପରେ ଭାରତ ମହିଳା କୁସ୍ତି ଦଳ ଭାଗ ନେବ । ଏହି ଦଳରେ ମନୀଷା ମୁଖ୍ୟ କୁସ୍ତି କୋଚ ରହିଛନ୍ତି । ସାଇ ପକ୍ଷରୁ ତାଙ୍କୁ ଭାରତୀୟ ମହିଳା କୁସ୍ତି ଦଳର ପ୍ରଶିକ୍ଷଣ ଦାୟିତ୍ଵ ଦିଆଯାଇଛି। ପୂର୍ବରୁ ତାଙ୍କ ନେତୃତ୍ଵରେ ଭାରତୀୟ ମହିଳା କୁସ୍ତି ଦଳ ବହୁବାର ବିଦେଶରେ ସଫଳତା ପାଇଛି।  ମନୀକ୍ଷାଙ୍କ ଘର ପୁରୀରେ ହୋଇଥିବା ବେଳେ ସେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories