www.samajalive.in
Saturday, December 6, 2025
16.1 C
Bhubaneswar

ଇଡିରେ ହାଜର ହେଲେ ଜ୍ୟାକ୍‌ଲିନ୍‌

ମୁମ୍ବଇ: ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି ବଲିଉଡ଼ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିସ୍‌। ସୋମବାର ତାଙ୍କୁ ଇଡି କାର୍ଯ୍ୟାଳୟ ବାହାରେ ଦେଖିବାକୁ ମିଳିଛି। ସୂଚନା ମୁତାବକ, ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଟଙ୍କା ବଳପୂର୍ବକ ଗ୍ରହଣ ମାମଲାରେ ନିଜ ବୟାନ ରେକର୍ଡ଼ ପାଇଁ ଅଭିନେତ୍ରୀ ଇଡି ଆଗରେ ହାଜର ହୋଇଥିଲେ।

ସୂଚନାଯୋଗ୍ୟ, ଏହାପୂର୍ବରୁ ୩୬ ବର୍ଷୀୟା ଅଭିନେତ୍ରୀଙ୍କୁ ବେଆଇନ ଅର୍ଥ କାରବାର ମାମଲାରେ ଇଡି ଦୁଇ ତିନି ଥର ପଚରାଉଚରା କରିଛି। ଏବେ ଚନ୍ଦ୍ରଶେଖରଙ୍କ ସହ ତାଙ୍କର ବନ୍ଧୁତା ବିଷୟ ସାମ୍ନାକୁ ଆସିବା ପରେ ତାଙ୍କ ବୟାନ ରେକର୍ଡ କରାଯାଇଛି।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories