ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ; ଉଦ୍ଧାର ହେଲେ ଦୁଇ ପର୍ଯ୍ୟଟକ ଆମ ଓଡ଼ିଶାନିଉଜ ଆଲର୍ଟବଡ଼ ଖବର By samajalive Last updated Jun 14, 2022 Share ପୁରୀ: ସ୍ନାନଯାତ୍ରାରେ ପୁରୀରେ ଅଘଟଣ ଘଟିଛି। ପୁରୀ ସମୁଦ୍ରରେ ଗାଧୋଇବା ସମୟରେ ଦୁଇ ଜଣ ପର୍ଯ୍ୟଟକ ଭାସିଯାଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାରକାରୀ ଦଳ ସେମାନଙ୍କୁ ଉଦ୍ଧାର କରିବା ପରେ ନିକଟସ୍ଥ ଡାକ୍ତରଖାନାରେ ଦୁଇଜଣଙ୍କୁ ଭର୍ତ୍ତି କରିଛନ୍ତି । ଉଦ୍ଧାର ହୋଇଥିବା ପର୍ଯ୍ୟଟକ ହେଲେ ବୌଦ୍ଧ ଜିଲ୍ଳାର ରବୀନ୍ଦ୍ର ମେହେର ଓ ଭଦ୍ରକ ଜିଲ୍ଲାର କୃଷ୍ଣ ଚନ୍ଦ୍ର ସାହୁ ବୋଲି ଜଣାପଡ଼ିଛି । ଆଜି ପୂର୍ଣ୍ଣିମା ଥିବାରୁ ସମୁଦ୍ର ଅଶାନ୍ତ ରହିଛି । Share FacebookTwitterWhatsApp
Comments are closed.