www.samajalive.in
Friday, December 12, 2025
16.1 C
Bhubaneswar

ତିଆରି ହେବ ୧୦୦ ଯୁଦ୍ଧବିମାନ

ନୂଆଦିଲ୍ଲୀ : ବିଶ୍ବର ଅନ୍ୟତମ ଅଗ୍ରଣୀ ଯୁଦ୍ଧବିମାନ ନିର୍ମାଣକାରୀ ରାଷ୍ଟ୍ର ହେବାକୁ ଯାଉଛି ଭାରତ। ମେକ ଇନ୍ ଇଣ୍ଡିଆ ଯୋଜନାରେ ଭାରତ ପ୍ରାୟ ୧୦୦ଟି ଅତ୍ୟାଧୁନିକ ଯୁଦ୍ଧବିମାନ ନିର୍ମାଣ କରିବାକୁ ଯୋଜନା କରିଛି। ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବା ଲକ୍ଷ୍ୟରେ ଭାରତ ଏହି ଯୁଦ୍ଧିବିମାନକୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯିବ। ପ୍ରଥମ ୩୬ଟି ଯୁଦ୍ଧବିମାନ ନିର୍ମାଣରେ ବିଦେଶୀ ଜ୍ଞାନକୌଶଳର ଆଂଶିକ ମିଶ୍ରଣ ହେବ। ମାତ୍ର ପରବର୍ତ୍ତୀ ୬୦ଟି ଯୁଦ୍ଧବିମାନକୁ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯିବ। ସମ୍ପ୍ରତି ଭାରତ ବାୟୁସେନା ୧୧୪ଟି ଯୁଦ୍ଧବିମାନ କିଣିବାକୁ ଯୋଜନା କରିଥିବାବେ​‌େ​‌ଳ ଏହିସବୁ ଯୁଦ୍ଧ ବିମାନକୁ ଏହାକୁ ଭାରଣା କରିବ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories