ରାଜ୍ୟ ବଜେଟ ୨୦୧୮-୧୯ : ଗ୍ରାମାଞ୍ଚଳର ବିକାଶ ଉପରେ ଗୁରୁତ୍ୱ ଆମ ଓଡ଼ିଶାନିଉଜ ଆଲର୍ଟଭୁବନେଶ୍ବର By Samaja Digital Last updated Mar 23, 2018 0 Share ଭୁବନେଶ୍ୱର: ୨୦୧୮-୧୯ ରାଜ୍ୟ ବଜେଟରେ ସରକାର ବିଜୁଳି, ସଡ଼କ ଓ ଜଳ ଯୋଗାଣ ଏବଂ ଗ୍ରାମାଞ୍ଚଳର ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। -ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ ୧ କୋଟି ଟଙ୍କା -ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୨୫୦ କୋଟି ଟଙ୍କା -ଗୋପବନ୍ଧୁ ଗ୍ରାମୀଣ ଯୋଜନା ପାଇଁ ୫୦୦ କୋଟି ଟଙ୍କା -ସ୍ମାର୍ଟ ସିଟି ପାଇଁ ୪୦୦ ପାଇଁ କୋଟି ଟଙ୍କା -ସର୍ବ ଶିକ୍ଷା ଅଭିଯାନ ପାଇଁ ୧୮୦୦ କୋଟି ଟଙ୍କା -ମଧ୍ୟାହ୍ନ ଭୋଜନ ପାଇଁ ୮ଶହ ୮ କୋଟି ଟଙ୍କା Related Posts ଆତ୍ମ ପ୍ରତିରକ୍ଷା ତାଲିମ୍ ପ୍ରାରମ୍ଭିକ ସଭା… Jan 8, 2025 ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ… Jan 8, 2025 -ଗ୍ରାମାଞ୍ଚଳ ଜଳଯୋଗାଣ ପ୍ରକଳ୍ପ ପାଇଁ ୧ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । -ନିରାମୟ ଯୋଜନା ପାଇଁ ୩୦୪ କୋଟି ଟଙ୍କା -ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ଯୋଜନା ୭୦୦ କୋଟି ଟଙ୍କା -ପୁରୁଷ ବିଶ୍ୱକପ୍ ହକି ପାଇଁ ୧୨୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। 0 Share FacebookTwitterWhatsApp