www.samajalive.in
Thursday, December 11, 2025
16.1 C
Bhubaneswar

ପାକିସ୍ତାନକୁ ଅନ୍ଧାର କରିଦେବାକୁ ଧମକ ଦେଲା ଚୀନ୍‌ର କମ୍ପାନୀ

ଇସାଲାମବାଦ – ପାକିସ୍ତାନକୁ ଅନ୍ଧାର କରିଦେବାକୁ ଚୀନ୍‌ର ଏକ କମ୍ପାନୀ ଧମକ ଦେଇଛି । ପାକିସ୍ତାନରେ ବିଦ୍ୟୁତ୍‌ ଦେୟ ଅତ୍ୟଧିକ ହୋଇଯାଇଛି । ଏହା ୩୦୦୦୦୦ କୋଟିରୁ ଅଧିକ ହେଲାଣି । ବକେୟା ଟଙ୍କା ନଦେଲେ ଆଉ ବିଦ୍ୟୁତ୍‌ ଉତ୍ପାଦନ କରିବେନି କି ପାକିସ୍ତାନ ସରକାରଙ୍କୁ ଦେବେ ନାହିଁ ବୋଲି କହିଛନ୍ତି ।

ଚୀନ୍‌ ପାକିସ୍ତାନରେ ବିଭିନ୍ନ ପ୍ରକଳ୍ପ କରିବା ସହ ସେଠାର ସରକାରଙ୍କୁ ଟଙ୍କା ଋଣ ଆକାରରେ ଦେଇଛି । ପାକିସ୍ତାନରେ ସଡକ ଯୋଗାଯୋଗ ରେଳ , ପରିବାହନ ., ବନ୍ଦର ଏବଂ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଚୀନ୍‌ର କମ୍ପାନୀମାନେ ବିନିଯୋଗ କରିଛନ୍ତି । ମାତ୍ର ପାକିସ୍ତାନ ଋଣ ଭାରରେ ବୁଡିବା ସହ ଚୀନ୍‌ର ପଞ୍ଜା ଭିତରେ ରହିଛି । ଚୀନ୍‌ର କମ୍ପାନୀମାନେ ପାକିସ୍ତାନର ନବଗଠିତ ସରକାରଙ୍କ ମନ୍ତ୍ରୀ ଅହସାନ ଇକବାଲଙ୍କ ସହ ଆଲୋଚନା କରିଛନ୍ତି ।

- Advertisement -

ପାକିସ୍ତାନ ସରକାର ବିଷୟରେ ଅବଗତ ରହିଛନ୍ତି । ଖୁବ ଶୀଘ୍ର ବକେୟା ଟହ୍କା ଦେବାର ବ୍ୟବସ୍ଥା କରାଯିବ ବୋଲି ସେଠାକାର ମନ୍ତ୍ରୀ ଅହସାନ ଇକବାଲ୍‌ ସୂଚନା ଦେଇଛନ୍ତି ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories