www.samajalive.in
Friday, December 12, 2025
16.1 C
Bhubaneswar

ପିସିସି ସାଧାରଣ ସମ୍ପାଦକ ପଦ ଛାଡିଲେ କୃଷ୍ଣଚନ୍ଦ୍ର ସଗରିଆ

ଭୁବନେଶ୍ବର: କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ସେମାବାର ଦିନ ପିସିସି ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ କୃଷ୍ଣଚନ୍ଦ୍ର ସଗରିଆ ସୂଚନା ଦେଇଛନ୍ତି । ଦଳ ଭିତରେ ଓ ବାହାରେ ଦଳିତଙ୍କ ସ୍ବରକୁ ଉଠାଇଛି । ଦଳ ଛାଡିବା ନେଇ ନିଷ୍ପତ୍ତି ନେଇ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସଗରିଆ କହିଛନ୍ତି ।

ସୂଚନାଯୋଗ୍ୟ, ଗତ କିଛି ମାସ ତଳେ ହାଇକମାଣ୍ଡଙ୍କୁ ଫେରାଦ ହେବା ପରେ ଶ୍ରୀ ସଗରିଆ ପିସିସି ସାଧାରଣ ସମ୍ପାଦକ ପଦବୀରେ ନିଯୁକ୍ତ ହୋଇଥିଲେ । କିନ୍ତୁ ଏହି ପଦବୀକୁ ନେଇ ସେ ଖୁସି ନଥିଲେ । ଜାତୀୟସ୍ତରର ଏସସି ସେଲରେ ପଦବୀ ପାଇଁ ଆଶା କରୁଥିଲେ ବୋଲି ଇସ୍ତଫା ଦେବା ପରେ ତାହା ସ୍ପଷ୍ଟ ହୋଇଛି ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories