www.samajalive.in
Monday, December 8, 2025
24.1 C
Bhubaneswar

ଅକ୍ଟୋବର ମାସର ପର୍ବ

ଅକ୍ଟୋବର ମାସରେ ଅନେକ ବଡ ବଡ ପର୍ବପର୍ବାଣୀ ଓ ବ୍ରତ ପଡୁଛି। ଏଥିମଧ୍ୟରୁ ଦଶହରା, ନବରାତ୍ରୀ ପ୍ରମୁଖ। ମାସର ସମସ୍ତ ଦିନରେ ଛୋଟ ଓ ବଡ ଅନେକ ପର୍ବ ପଡୁଛି।। ଏହି ମାସରେ ପିତୃପକ୍ଷ ଶେଷ ହେବା ପରେ ୧୦ତାରିଖରୁ ନବରାତ୍ରୀ ଆରମ୍ଭ ହେବ। ନବରାତ୍ରୀର ନଅ ଦିନରେ ଦେବୀ ମା’ଙ୍କୁ ଭିନ୍ନ ଭିନ୍ନ ବେଶରେ ପୂଜା କରାଯିବ। ନବରାତ୍ରୀ ଶେଷ ହେବା ପରେ ଦଶହରା ପର୍ବ ପାଳନ କରାଯିବ। ଆସନ୍ତୁ ଜାଣିବା ଅକ୍ଟୋବର ମାସରେ କେଉଁ କେଉଁ ପର୍ବ ପାଳନ କରାଯିବ
ଅକ୍ଟୋବର ୨ – ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ, ମୂଳାଷ୍ଟମୀ
ଅକ୍ଟୋବର ୫ – ଏକାଦଶୀ
ଅକ୍ଟୋବର ୭ – ଶିବ ଚତୁର୍ଦ୍ଦଶୀ
ଅକ୍ଟୋବର ୮ – ମହାଳୟ ଶ୍ରାଦ୍ଧ
ଅକ୍ଟୋବର ୯ – ଉତ୍କଳମଣି ଗୋପବନ୍ଧୁ ଦାସ ଜୟନ୍ତୀ, ଅମାବାସ୍ୟା
ଅକ୍ଟୋବର ୧୫ – ପୀଠେ ସପ୍ତମୀ ପୂଜା,
ଅକ୍ଟୋବର ୧୬ – ପୀଠେ ମହାଷ୍ଟମୀ, ମୃଣ୍ମୟୀ ଦେବୀଙ୍କ ସପ୍ତମୀ ପୂଜା
ଅକ୍ଟୋବର ୧୭ – ତୁଳା ସଂକ୍ରାନ୍ତି, ପୀଠେ ମହାନବମୀ, ମୃଣ୍ମୟୀ ଦେବୀଙ୍କ ମହାଷ୍ଟମୀ ଓ ସନ୍ଧି ପୂଜା
ଅକ୍ଟୋବର ୧୮ – ପୀଠେ ବିଶ୍ରାମ, ମୃଣ୍ମୟୀ ଦେବୀଙ୍କ ମହାନବମୀ ପୂଜା
ଅକ୍ଟୋବର ୧୯ – ଦଶହରା ଓ ସୋମନାଥ ବ୍ରତ ସମାପନ
ଅକ୍ଟୋବର ୨୦ – ଭଷାଣୀ ଯାତ୍ରା
ଅକ୍ଟୋବର ୨୧ – ଶରଣ ଶେଷ
ଅକ୍ଟୋବର ୨୩ – ଶିବ ଚତୁର୍ଦ୍ଦଶୀ
ଅକ୍ଟୋବର ୨୪ – ଗଜଲକ୍ଷ୍ମୀ ପୂଜା, କୁମାର ପୂର୍ଣ୍ଣିମା
ଅକ୍ଟୋବର ୨୫ – କାର୍ତ୍ତିକ ବ୍ରତ ଆରମ୍ଭ
ଅକ୍ଟୋବର ୨୭ – କରବା ଚୌଥ

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories