www.samajalive.in
Sunday, December 14, 2025
14.1 C
Bhubaneswar

ମୁଖ୍ୟ ସଚେତକ ପଦ ଛାଡିଲି ,ସଭାପତି ପଦ ମିଳିଲେ ଛାଡିବିନି ବୋଲି କହିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି

ଭୁବନେଶ୍ୱର – କଂଗ୍ରେସ ଦଳରେ ଭିତରେ ବାହାରେ ଅସନ୍ତୋଷ ।ରାଜ୍ୟରେ ଦଳର ମଙ୍ଗ କିଏ ଧରିବ ତାକୁ ନେଇ ବହୁ ଦିନ ଦଳ ଭିତରେ ଗୋଷ୍ଠୀ କନ୍ଦଳ । ପିସିସି ସଭାପତି ପଦ ପାଇଁ ବହୁ ଆଶାୟୀ । ପ୍ରତି ନିର୍ବାଚନରେ ଦଳ ଖରାପ ପ୍ରଦର୍ଶନ କରୁଥିବା ବେଳେ ସମସ୍ତେ ନିଜ ମୁଣ୍ଡରୁ ଦୋଷ ଖସାଇବାର ବ୍ୟସ୍ତ । ସେହି ଅସନ୍ତୋଷ କନ୍ଦଳ ଭିତରେ ବରିଷ୍ଠ କଂଗ୍ରସ ନେତା ତଥା କୋରାପୁଟ ବିଧାୟକ ଦଳର ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇଛନ୍ତି । ସେ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା କଥା କହିଛନ୍ତି ।

ହେଲେ ସେ ପ୍ରଦେଶ କଂଗ୍ରେସର ସଭାପତି ପଦ ପାଇଁ ସେ ବେଶ୍‌ ଆଶାବାଦୀ । ଏଥିପାଇଁ ସେ କାହାକୁ ଖୋସାମଦ କରିବେ ନାହିଁ , ସଭାପତି ପଦ ମିଳିଲେ ଛାଡିବେ ନାହିଁ ବୋଲି କହିଛନ୍ତି ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories