www.samajalive.in
Friday, December 12, 2025
26.1 C
Bhubaneswar

ରୁଷର ବୃହତ କ୍ଷେପଣାସ୍ତ୍ର କ୍ରୁଇଜର ଜାହାଜ ମୋସ୍କୋଭାରେ ଅଗ୍ନିକାଣ୍ଡ

ଡେସ୍କ: କୃଷ୍ଣ ସାଗରରେ ରୁଷର ବୃହତ କ୍ଷେପଣାସ୍ତ୍ର କ୍ରୁଇଜର ଜାହାଜ ମୋସ୍କୋଭାରେ ନିଆଁ ଲାଗିଯାଇଥିବାର ସୂଚନା ମିଳିଛି। ସେଥିରେ ଥିବା ଅସ୍ତ୍ରାଗାର ମଧ୍ୟ ନଷ୍ଟ ହୋଇଯାଇଛି। ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ସେହି ଜାହାଜ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଜାହାଜରେ ଥିବା କର୍ମଚାରୀମାନଙ୍କୁ ନିରାପଦରେ ସ୍ଥାନାନ୍ତରିତ କରାଯାଇଛି ଏବଂ ନିଆଁ ଲାଗିବାର କାରଣ ସଂକ୍ରାନ୍ତରେ ଅନୁସନ୍ଧାନ କରାଯାଉଛି।

ଅନ୍ୟପକ୍ଷରେ ୟୁକ୍ରେନ କହିଛି ଯେ ୧୪୬ ମିଟର ଦୀର୍ଘତା ବିଶିଷ୍ଟ ସେହି ଜାହାଜକୁ ନେପ୍‍ଚୁନ୍‍ କ୍ଷେପଣାସ୍ତ୍ର ଦ୍ୱାରା ମାଡ଼ କରାଯାଇଛି। ୟୁକ୍ରେନ୍‍ ରାଷ୍ଟ୍ରପତିଙ୍କ ଉପଦେଷ୍ଟା ଓଲେକେସି ଏରୋଷ୍ଟ୍ରୋଭିଚ୍‍ କହିଛନ୍ତି, ରୁଷର ଉଦ୍ଧାରକାରୀମାନେ ଜାହାଜ ନିକଟରେ ପହଞ୍ଚିବାକୁ ସକ୍ଷମ ହୋଇ ନାହାନ୍ତି ଏବଂ ଜାହାଜ ଭିତରେ ୫୧୦ ଜଣ କର୍ମଚାରୀ ରହିଛନ୍ତି।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories