www.samajalive.in
Friday, December 12, 2025
26.1 C
Bhubaneswar

ନିଷ୍ଟ ବୈଷୟିକ ଶିକ୍ଷାନୁଷ୍ଠାନରେ ଜାତୀୟ ସ୍ତରୀୟ ୱେବିନାର

ଗୋପାଳପୁର: ପାଲୁର ହିଲ ଠାରେ ଥିବା ନିଷ୍ଟ ବୈଷୟିକ ଶିକ୍ଷାନୁଷ୍ଠାନ ପରିସରରେ ଇଲେକ୍ଟ୍ରିକାଲ ସାଇନସ ଏବଂ ଆଇଆଇଆଇସି ବିଭାଗର ମିଳିତ ଆନୁକୂଲ୍ୟରେ “ମଲ୍ଟି-ଭେରିଏବଲ୍ ସିଷ୍ଟମ୍ ପାଇଁ ମଡେଲିଂ ଏବଂ ମଲ୍ଟି-ଲୁପ୍ କଣ୍ଟ୍ରୋଲର୍ ଡିଜାଇନ୍” ଶୀର୍ଷକ ଜାତୀୟ ୱେବିନାର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଡ.ସୌମ୍ୟ ରଞ୍ଜନ ମହାପାତ୍ର ଯୋଗ ଦେଇ ମଲ୍ଟି-ଲୁପ୍ କଣ୍ଟ୍ରୋଲରଗୁଡିକର ପରିକଳ୍ପନା ଏବଂ ସଂଯୋଜନା ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ରଣନୀତି ଉପରେ ମତପୋଷଣ କରିଥିଲେ। ଏହି କାର୍ୟ୍ୟକ୍ରମରେ ଭାରତର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ ଯୋଗଦେଇଥିଲେ। ଏହି ପ୍ରଫେସର ଆଲୋକ ପାତ୍ର, ଅଧ୍ୟାପକ ଅଶ୍ୱିନୀ କୁମାର ନାୟକ, ଆକାଂକ୍ଷା ପଟ୍ଟନାୟକ, ପ୍ରୀତି ରଞ୍ଜନ ସାହୁ ପ୍ରମୁଖ ପରିଚାଳନା କରିଥିଲେ। ପ୍ରଭୁଦତ୍ତ ମିଶ୍ର ବୈଷୟିକ ସହଯୋଗ କରିଥିଲେ। ଶେଷରେ ସୁଶାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories