www.samajalive.in
Tuesday, December 9, 2025
17.1 C
Bhubaneswar

ନଦୀରୁ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର

ଧାମନଗର : ଭଦ୍ରକ ଜିଲା ଧାମନଗର ଥାନା ପଧାନୀ ପଞ୍ଚାୟତ ସ୍ଥିତ କୁଟୁରିଆ ଗ୍ରାମର ଚନ୍ଦ୍ରକାନ୍ତ ରାଉତଙ୍କ ପୁଅ ସନ୍ତୋଷ ରାଉତ ଓ ରାମରାକୂଳ ଗ୍ରାମର ଅନିରୁଦ୍ଧ ସାହୁଙ୍କ ଝିଅ ସସ୍ମିତାଙ୍କ ମୃତଦେହ ଗୁରୁବାର ନଦୀରୁ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ, ଦୁହେଁ ଗତ ମଙ୍ଗଳବାର ସନ୍ଧ୍ୟାରୁ ନିଖୋଜ ଥିଲେ। ଆଜି ସନ୍ତୋଷଙ୍କ ମୃତଦେହ କୋଚିଳା ନଦୀର କୋଚିଳା ନାୟକାଣୀ ଘାଟରୁ ଉଦ୍ଧାର ହୋଇଥିବା ବେଳେ ସସ୍ମିତାଙ୍କ ମୃତଦେହ ବୈତରଣୀ ନଦୀର ଦୋହରା ପାଟଣା ଘାଟରୁ ଉଦ୍ଧାର କରାଯାଇଛି। ତେବେ ଉଭୟ ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ପୁଲିସ ପ୍ରକାଶ କରିଛି। ଏନେଇ ପୁଲିସ ତଦନ୍ତ ଜାରି ରଖିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories