www.samajalive.in
Saturday, December 6, 2025
26.1 C
Bhubaneswar

ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ

ଗଞ୍ଜାମ :  ଗଞ୍ଜାମ ବ୍ଲକ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ )ପକ୍ଷରୁ ରାଜ୍ୟ ବ୍ୟାପି ପେଟ୍ରୋଲ ଓ ଡିଜେଲ ଅତ୍ୟାବଶ୍ୟକ ଜିନିଷର ଦର ବୃଦ୍ଧି ବିରୁଦ୍ଧରେ ସନ୍ତୋଷ ପୁର ପେଟ୍ରୋଲ ପମ୍ପ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବାରମ୍ବାର ତୈଳ ଦର ବୃଦ୍ଧି ହେଉଛି ବୋଲି ସିପିଆଇ (ମ )ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ୟ ପି. ହରିକୃଷ୍ଣ ରେଡ୍ଡୀ ଓ ରାମଚନ୍ଦ୍ର ନାୟକ ବକ୍ତବ୍ୟ ଦେଇଥିଲେ। ଦର କମେଇବା ଦାବି ସହ ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋଭ କରିଥିଲେ । ଏଥିରେ ଜିଲ୍ଲା କମିଟି ସଭ୍ୟ ଖଲି ସ୍ୱାଇଁ , ଅଜୟ ଗୌଡ଼, ସରପଞ୍ଚ ବୈରାଗୀ ବେହେରା , ଖଲି ତରାଇ ସନ୍ତୋଷ ସ୍ୱାଇଁ, କୀର୍ତ୍ତନ ପରିଡା, ମଙ୍ଗୁ ଗୌଡ଼, ସନ୍ତୋଷ ଗୌଡ଼, ରବିଗୌ ଡ଼. ରାଜୀବ ଗୌଡ଼, ଦୁର୍ଯୋଧନ ସ୍ୱାଇଁ, ଦୀନବନ୍ଧୁ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଥିଲେ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories