www.samajalive.in
Saturday, December 6, 2025
26.1 C
Bhubaneswar

ଗାଡ଼ି ଚଳାଉଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁ ଘଟିଲେ ମିଳିବ ୧୫ ଲକ୍ଷ ଟଙ୍କା

ମୁମ୍ବଇ: ଗାଡ଼ି ଚଲାଉଥିବା ବେଳେ ଦୁର୍ଘଟଣା ଘଟିଲେ ସମ୍ପୃକ୍ତ ଡ୍ରାଇଭରଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିବ। ମୋଟର ବୀମା ପଲିସିରେ ଖୁବ୍‍ ଶୀଘ୍ର ସେଥିପାଇଁ ନୂଆ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି। ବିଶେଷକରି ଦୁଇଚକିଆ ଯାନ ମାଲିକ ଓ ଚାଳକଙ୍କ ପାଇଁ ଏହି ବୀମା ବାଧ୍ୟତାମୂଳକ କରିବାକୁ ଭାରତୀୟ ବୀମା ବିକାଶ ଓ ନିୟନ୍ତ୍ରଣ ପ୍ରାଧିକରଣ(ଆଇଆରଡିଏଆଇ) ନିର୍ଦେଶ ଦେଇଛନ୍ତି । ଏହି ବାବଦକୁ ବୀମାଧାରୀମାନେ ବାର୍ଷିକ ଅତିରିକ୍ତ ୭୫୦ ଟଙ୍କାର ପ୍ରିମିୟମ ଦେବେ। ଥାର୍ଡ ପାର୍ଟି ବୀମା କ୍ଷତିପୂରଣ ରାଶି ବୃଦ୍ଧି ପାଇଁ ପୂର୍ବରୁ ଆଇଆରଡିଏଆଇ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଥିବା ବେଳେ ଦୁଇଟି ଯାକ ବୀମା ପଲିସି କିଭଳି ଏକାସହିତ କାର୍ଯ୍ୟକାରୀ କରାଯାଇପାରିବ ସେ ସମ୍ପର୍କରେ ନିଷତ୍ତି ନେବାକୁ ଆଇଆରଡିଏଆଇ ବୀମା କମ୍ପାନୀଙ୍କ ୁଉପରେ ଦାୟିତ୍ୱ ନ୍ୟସସ୍ତ କରିଛନ୍ତି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories