www.samajalive.in
Sunday, December 14, 2025
19.1 C
Bhubaneswar

ମହାଶିବରାତ୍ରୀରେ ପ୍ରଭୁଙ୍କୁ ଅର୍ପଣ କରନ୍ତୁ ସ୍ୱତନ୍ତ୍ର ଭୋଗ

ମାର୍ଚ୍ଚ ୧ ପବିତ୍ର ମହାଶିବରାତ୍ରୀ। ଭଗବାନ ଶଙ୍କରଙ୍କୁ ପ୍ରସନ୍ନ କରିବା ପାଇଁ ଏହିଦିନ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥାଏ। ଭଗବାନଙ୍କୁ ଫୁଲ ସହ ବେଲପତ୍ର ମଧ୍ୟ ଅର୍ପଣ କରାଯାଇଥାଏ। ଏହାସହ କ୍ଷୀର,ଦହି, ବିଭିନ୍ନ ପ୍ରକାର ଭୋଗ ଅର୍ପଣ କରାଯାଇଥାଏ। ସେପରି କୁହାଯାଏ ଭଗବାନ ଶଙ୍କର ବେଲପତ୍ର ଓ ଏକ ଲୋଟା ଜଳରେ ମଧ୍ୟ ପ୍ରସନ୍ନ ହୋଇଥାଆନ୍ତି। ମାତ୍ର ଶିବରାତ୍ରୀ ଦିନ କିଛି ସ୍ୱତନ୍ତ୍ର ଭୋଗ ଅର୍ପଣ କରିବା ଦ୍ୱାରା ଭାଗ୍ୟରେ ସୁପରିବର୍ତ୍ତନ ଘଟିଥାଏ।
ଭଗବାନଙ୍କ ନିକଟରେ ଦୁଦୁରା ଫୁଲ ଓ ଭାଙ୍ଗ ମଧ୍ୟ ଅର୍ପଣ କରାଯାଏ। ଭୋଗରେ ଚିନି,କ୍ଷୀର,ବାଦାମ,କାଜୁ,ପିସ୍ତା,କେସରକୁ ମିଶ୍ରଣ କରି ଭଗବାନଙ୍କୁ ଅର୍ପଣ କରନ୍ତୁ।
କ୍ଷୀରରେ ପ୍ରସ୍ତୁତ ଖିରୀ ପ୍ରସ୍ତୁତ କରି ଭଗବାନଙ୍କୁ ଅର୍ପଣ କରିପାରିବେ।
ଭଗବାନ ନିକଟରେ ବିଭିନ୍ନ ପ୍ରକାର ଫଳ ଭୋଗ କରିପାରିବେ। ଏହାସହ ହାଲୱା ଭୋଗ ମଧ୍ୟ କରିପାରିବେ।
ପ୍ରଭୁଙ୍କୁ କ୍ଷୀର ଓ ଦହି ଅର୍ପଣ କରିବାର ବିଧି ରହିଛି। ତେବେ ଭଗବାନଙ୍କୁ ଦହି ଓ ଚିନି ମିଶ୍ରିତ ଲସୀ ମଧ୍ୟ ଭୋଗ କରିପାରିବେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories