www.samajalive.in
Saturday, December 6, 2025
19.1 C
Bhubaneswar

ଜୟପାଟଣା ବ୍ଲକ ଜୋନ-୨ରେ ବିଜେଡି ପ୍ରାର୍ଥୀ ବିଜୟ ଲାଭ କଲେ

ମୁଖୀଗୁଡା: ପଞ୍ଚାୟତ ନିର୍ବାଚନରେ ବାଜି ମାରୁଛି ବିଜେଡି । ବିରୋଧୀଙ୍କୁ ପଛରେ ପକାଇ ବିଜେଡି ସବୁଠି ବିଜୟ ହେଉଥିବା ଦେଖିବାକୁ ମିଳୁଛି । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଜୋନ ୨ରେ ବିଜେଡିର ଦେବ ପୁଝାରୀ ବିଜୟ ଲାଭ କରିଛନ୍ତି । ପ୍ରାର୍ଥୀ ଜଗଦୀଶ ଚନ୍ଦ୍ର ମାଝୀଙ୍କୁ ପରାସ୍ତ କରି ବିଜୟ ହାସଲ କରିଛନ୍ତି ବିଜେଡି ପ୍ରାର୍ଥୀ ଦେବ ପୁଝାରୀ । ବିଜେଡିର ଦେବ ପୁଝାରୀଙ୍କୁ ୧୧୭୦୨ ଭୋଟ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଜଗଦୀଶ ଚନ୍ଦ୍ର ମାଝୀଙ୍କୁ ମିଳିଛି ୬୭୩୨ ଖଣ୍ଡ ଭୋଟ୍‍ । ସେହିପରି ବିଜେପି ପ୍ରାର୍ଥୀ ବିଷ୍ଣୁ ମାଝୀ ୫୭୦୪ ଭୋଟ ପାଇଛନ୍ତି । ୧୧୩୧ଭୋଟ ନାକଚ ହୋଇଥିବା ଜଣାଯାଇଛି ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories