www.samajalive.in
Tuesday, December 9, 2025
26.1 C
Bhubaneswar

ଏହି ଉପାୟରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଖିରୀ

ଆବଶ୍ୟକ ସାମଗ୍ରୀ
ଖଜୁରୀ – ୧କପ
ଚିନି – ୧କପ ରୁ କମ
ଖିର – ( ଫୁଟା )୧ଲିଟର
ବାଦାମ, କାଜୁ – ଆବଶ୍ୟକ ପରିମାଣରେ
କେସର ମିଶା ଖିର – ୩ ଚାମଚ ( ୩ ଚାମଚରେ ଖିରରେ କିଛି କେସର ପକା ହୋଇ ବତୁରାଇ ରଖାଯାଇଥିବା)
ଘିଅ – ଆବଶ୍ୟକ ପରିମାଣରେ
ଗୁଜୁରାତି ଗୁଣ୍ଡ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଖଜୁରୀ ଭିତରୁ ମଞ୍ଜି କାଢି ଦିଅନ୍ତୁ। ଏହାପରେ ଏହାକୁ ଭଲ ଭାବେ ପେଷି ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଗ୍ୟାସରେ ଏକ ପାତ୍ର ବସାଇ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ଏଥିରେ ପ୍ରସ୍ତୁତ ଖଜୁରୀ ପେଷ୍ଟକୁ ପକାଇ କିଛି ସମୟ ଗୋଳାନ୍ତୁ। ଏବେ କାଜୁ, ବାଦାମକୁ ମଧ୍ୟ ଅଳ୍ପ ପେଷି ଦିଅନ୍ତୁ। ଏବେ ଗ୍ୟାସରେ ବସାଇଥିବା ଖଜୁରୀ ପେଷ୍ଟରେ କାଜୁ ପେଷ୍ଟ, ଖିର ଓ ଚିନି ପକାଇ ଭଲ ଭାବେ ଗୋଳାଇ କିଛି ସମୟ ବସାନ୍ତୁ। କିଛି ସମୟ ପରେ ଏଥିରେ ଗୁଜୁରାତି ଗୁଣ୍ଡ ପକାଇ ଗ୍ୟାସ ବସାଇ ରଖନ୍ତୁ। ୧୦ ମିନିଟ ମଧ୍ୟରେ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା  ଖିରୀ।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories