www.samajalive.in
Saturday, December 6, 2025
23.1 C
Bhubaneswar

ଆସାମ ଏନଆରସି : ବାଦ ନାଗରିକଙ୍କଠାରୁ ଅଭିଯୋଗ ଗ୍ରହଣ ନିର୍ଦେଶ

ନୂଆଦିଲ୍ଲୀ : ଆସାମର ଜାତୀୟ ନାଗରିକ ପଞ୍ଜୀକରଣ (ଏନଆରସି)ର ଚିଠା ତାଲିକାରୁ ବାଦ୍‌ ପଡିଥିବା ନାଗରିକଙ୍କ ଠାରୁ ଅଭିଯୋଗ ଓ ଦାବି ପତ୍ର ଗ୍ରହଣ ଲାଗି ସୁପ୍ରିମକୋର୍ଟ ବୁଧବାର ନିର୍ଦେଶ ଦେଇଛନ୍ତି। ବିଚାରପତି ରଞ୍ଜନ ଗୋଗଇ ଓ ବିଚାରପତି ଆରଏଫ ନରିମାନଙ୍କୁ ନେଇ ଗଠିତ ପୀଠ ଏହି ନିର୍ଦେଶ ଦେଇଛନ୍ତି। ନିର୍ଦେଶ ଅନୁଯାୟୀ ସେପ୍ଟେମ୍ବର ୨୫ରୁ ୬୦ଦିନ ପାଇଁ ଅଭିଯୋଗ ଓ ଦାବି ପତ୍ର ଗ୍ରହଣ କରାଯିବ। ଗତ ଜୁଲାଇରେ ପ୍ରକାଶ ପାଇଥିବା ଏନଆରସି ଚିଠା ତାଲିକାରୁ ୪୦ଲକ୍ଷ ଲୋକ ବାଦ ପଡିଛନ୍ତି। ବାଦ ପଡିଥିବା ନାଗରିକମାନେ ତାଲିକାରେ ସାମିଲ ନେଇ ପୁନଃ ଦାବି କରିପାରିବେ କିମ୍ବା ବାଦ ପଡିବା ନେଇ ନିଜର ଅଭିଯୋଗ ଦାୟର କରିପାରିବେ। ଅକ୍ଟୋବର ୨୩ରେ ସୁପ୍ରିମକୋର୍ଟ ଏହା ଉପରେ ପରବର୍ତ୍ତୀ ଶୁଣାଣି କରିବେ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories