www.samajalive.in
Thursday, December 11, 2025
16.1 C
Bhubaneswar

ଅତିରିକ୍ତ ବ୍ୟୟମଞ୍ଜୁର ବିଲ ବିଧାନସଭାରେ ପାରିତ

ଭୁବନେଶ୍ୱର : ୧୨,୭୯୦ କୋଟି ଟଙ୍କାର ଅତିରିକ୍ତ ବଜେଟର ବ୍ୟୟମଞ୍ଜୁରୀ ବିଲ ପାରିତ ହୋଇଛି। ବ୍ୟୟମଞ୍ଜୁରୀ ବିଲ ଆଲୋଚନା ହୋଇଥିବା ବେଳେ ବିରୋଧୀ କକ୍ଷତ୍ୟାଗ କରିଛନ୍ତିି।
ମନ୍ତ୍ରୀ ଓ ବିଧାୟକ ମାନଙ୍କ ବାର୍ଦ୍ଧକ୍ୟ ଭତ୍ତା ପରିମାଣ ବୃଦ୍ଧି କରିବା ଉପରେ ଅର୍ଥମନ୍ତ୍ରୀ କୌଣସି ପ୍ରତିଶୃତି ନଦେବାରୁ ଉଭୟ କଂଗ୍ରେସ ଓ ବିଜେପି ଗୃହତ୍ୟାଗ କରିଥିଲେ। ଚଳିତ ବର୍ଷ ଜୁଲାଇ ଶେଷ ସୁଦ୍ଦା ଦେଶର ରାଜସ୍ୱ ସଂଗ୍ରହ ଗତବର୍ଷ ତୁଳନାରେ ୩୩ ପ୍ରତିଶତ ବୃୃଦ୍ଧି ପାଇଛି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories