www.samajalive.in
Friday, December 12, 2025
14.1 C
Bhubaneswar

ନବରଙ୍ଗପୁର ଜିଲାପାଳଙ୍କୁ ଆଇଏଏସ ପଦୋନ୍ନତି

ନବରଙ୍ଗପୁର: ନବରଙ୍ଗପୁର ଜିଲାପାଳ ଡଃ.କମଳଲୋଚନ ମିଶ୍ର ବରିଷ୍ଠ ଓଡ଼ିଶା ପ୍ରଶାସନିକ ଅଧିକାରୀ (ଓଏଏସ)ରୁ ଭାରତୀୟ ପ୍ରଶାସନିକ ଅଧିକାରୀ (ଆଇଏଏସ) ଭାବେ ପଦୋନ୍ନତି ପାଇଛନ୍ତି। ଭାରତ ସରକାରଙ୍କର ପର୍ସନାଲ, ପବ୍ଲିକଗ୍ରିଭାନ୍ସ ଓ ପେନ୍‍ସନ୍‍ ମନ୍ତ୍ରଣାଳୟର ପର୍ସନାଲ ଓ ତାଲିମ ବିଭାଗ ପକ୍ଷରୁ ଗତ ୨୧ ତାରିଖରେ ଏକ ବିଞପ୍ତି ଜାରି କରାଯାଇଛି। ଏଥିରେ ଓଡ଼ିଶା କ୍ୟାଡରର ୧୧ ଜଣ ବରିଷ୍ଠ ଓଏଏସଙ୍କୁ ପଦୋନ୍ନତି ମିଳିଛି। ସେଥିମଧ୍ୟରୁ ନବରଙ୍ଗପୁର ଜିଲାପାଳ ଡଃ.ମିଶ୍ର ସ୍ଥାନୀତ ଅଛନ୍ତି। ଏହା ଜଣାପଡ଼ିବା ପରେ ଜିଲାରେ ଖୁସି ପ୍ରକାଶ ପାଇଛି। ଜିଲାର ବହୁ ସରକାରୀ ଅଧିକାରୀ ଜିଲାପାଳ ଡଃ.ମିଶ୍ରଙ୍କୁ ଭେଟି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories