www.samajalive.in
Thursday, December 11, 2025
18.1 C
Bhubaneswar

ଏଲ୍‍ଆଣ୍ଡଟି କମ୍ପାନୀର କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଅଟକ

ଅନୁଗୋଳ : ବନ୍ତଳା ଥାନା ଅଞ୍ଚଳରେ ଏଲ୍‍ଆଣ୍ଡଟି କମ୍ପାନୀର କର୍ମଚାରୀଙ୍କୁ ଗ୍ରାମବାସୀ ମାନେ ଅଟକ ରଖିଛନ୍ତ। ଫୁଲପଡ଼ା ଠାରୁ ଝାରସୁଗୁଡ଼ା ଯାଉଥିବା ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ବିଛା ଯାଉଥିବା ଯୋଗୁଁ ବନ୍ତଳା ଅଞ୍ଚଳରେ ବିଦ୍ୟୁତକାଟ କରାଯାଇଛି। ଏହି କାରଣକୁ ନେଇ ପୁକୁତୁଙ୍ଗା ଅଞ୍ଚଳର ଚାଷୀ ଏଲ୍‍ଆଣ୍ଡଟି କମ୍ପାନୀର କର୍ମଚାରୀଙ୍କୁ ଅଟକ ରଖିଛନ୍ତି। ବାରମ୍ବାର ବିଦ୍ୟୁତ କାଟ କରୁଥିବାରୁ ଚାଷୀ ମାନେ ବିଲରେ ପାଣି ମଡ଼ାଇ ପାରୁ ନଥିବାରୁ ନାହିଁ ନଥିବା ଅସୁବିଧା ଭୋଗ କରୁଥିବା ଅଭି​‌ଯୋଗ ହୋଇଛି।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories