www.samajalive.in
Saturday, December 6, 2025
16.1 C
Bhubaneswar

ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଜାକବ ଜୁମାଙ୍କ ଇସ୍ତଫା

ଜୋହାନ୍ସବର୍ଗ : ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଜାକବ ଜୁମା ପରିଶେଷରେ ଇସ୍ତଫା ଦେଇଛନ୍ତି। ସେ ଇସ୍ତଫା ନ ଦେବା ପାଇଁ ଜିଦ୍‌ରେ ଅଟଳ ଥିବାବେଳେ ପାର୍ଲାମେଣ୍ଟରେ ଏକ ଅନାସ୍ଥାପ୍ରସ୍ତାବ ଆଣି ତାଙ୍କୁ ପଦରୁ ବହିଷ୍କାର କରିବା ପାଇଁ ଶାସକ ଆଫ୍ରିକାନ ନ୍ୟାସନାଲ କଂଗ୍ରେସ ପାର୍ଟି(ଏ.ଏନ.ସି.) ଧମକ ଦେବା ପରେ ଏକ ଟେଲଭିଜନ୍‌ ବାର୍ତ୍ତାରେ ସେ ଗୁରୁବାର ଇସ୍ତଫା ଦେବା ବିଷୟ ଘୋଷଣା କରିଛନ୍ତି। ୯ବର୍ଷ ଧରି ଦେଶର ରାଷ୍ଟ୍ରପତି ଥିବା ୭୫ବର୍ଷ ବୟସ୍କ ଜୁମା, ଏ.ଏନ.ସିର ନୂତନ ନେତା, ଉପରାଷ୍ଟ୍ରପତି ସରିଲ୍‌ ରାମା ପୋଷା ରାଷ୍ଟ୍ରପତି ହେବା ନିମନ୍ତେ ପଥ ପରିଷ୍କାର କରିବାକୁ ପ୍ରବଳ ଚାପର ସମ୍ମୁଖୀନ ହୋଇଥିଲେ। ଦୀର୍ଘଦିନ ଧରି ଉଠୁଥିବା ଦୁର୍ନୀତି ଅଭିଯୋଗ ଏବଂ ଜନସାଧାରଣଙ୍କର ପ୍ରବଳଚାପ ଫଳରେ ଶ୍ରୀ ଜୁମା ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି ବୋଲି କୁହାଯାଉଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories