www.samajalive.in
Saturday, December 6, 2025
26.1 C
Bhubaneswar

କ୍ୱାର୍ଟର ପାଇନାଲରୁ ଶ୍ରୀକାନ୍ତଙ୍କ ବିଦାୟ

ଟୋକିଓ : ଜାପାନ ଓପନ୍‍ ବ୍ୟାଡ୍‍ମିଣ୍ଟନ ପୁରୁଷ ସିଙ୍ଗଲ୍‍ସ୍‍ କ୍ୱାର୍ଟର ପାଇନାଲରେ  କିଦାମ୍ବୀ ଶ୍ରୀକାନ୍ତ ପରାସ୍ତ ହୋଇଛନ୍ତି । ଦକ୍ଷିଣ କୋରିଆର ଡୋଙ୍ଗ୍‍ କେଉନ୍‍ ଲି ଙ୍କଠାରୁ ସେ ୧୯-୨୧, ୧୬-୨୧ ଓ ୧୮-୨୧ ସେଟ୍‍ରେ ସେ ହାରିଯାଇଛନ୍ତି । ଶ୍ରୀକାନ୍ତ ଏହି ପ୍ରତିଯୋଗିତାରୁ ବିଦାୟ ନେବା ପରେ ବର୍ତ୍ତମାନ ଆଉ କେହିହେଲେ ଭାରତୀୟ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ନାହାନ୍ତି। ଅଲ୍‍ମ୍ପିକ୍‍ ପଦକ ବିଜେତା ତଥା ଏସୀୟ କ୍ରୀଡ଼ାର ରୌପ୍ୟ ପଦକ ବିଜେତା ପି.ଭି. ସିନ୍ଧୁ ଓ ଏଚ୍‍.ଏସ୍‍. ପ୍ରଣୟ ଗୁରୁବାର ସିଙ୍ଗଲ୍‍ସ ପ୍ରତିଯୋଗତାରୁ ବାଦ୍‍ ପଡ଼ିଥିଲେ। ମନୁ ଅଟ୍ରୀ ଓ ବି. ସୁମିତ୍‍ ରେଡ୍ଡୀଙ୍କ ଯୋଡ଼ି ପୁରୁଷ ବିଭାଗ ଡବଲ୍‍ସ୍‍ରୁ ବାଦ୍‍ ପଡ଼ିଯାଇଥିବାବେଳେ ଏନ୍‍. ସିକ୍କି ରେଡ୍ଡୀ ଓ ପ୍ରଣବ ଜେରୀ ଚୋପ୍ରା ପ୍ରାକ୍‍ କ୍ୱାର୍ଟର୍‍ ଫାଇନାଲ୍‍ରୁ ବାଦ୍‍ ପଡ଼ିଥିଲେ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories