ନବରଙ୍ଗପୁର: ବିଧାୟକ ଦେଖାଇଲେ ମହାନତା, ଶୀତରେ ସାରା ଜିଲ୍ଲା ଥରୁଥିବା ବେଳେ ସନ୍ଧ୍ୟା ହେଲେ ଶୀତର ପ୍ରକୋପକୁ ଭୟ କରି ଘରୁ ଲୋକେ ବାହାରୁ ନଥିବା ବେଳେ, ରାସ୍ତା କଡରେ ଅସହାୟ ଗରିବ ଲୋକମାନେ ଶୀତ କାକରରେ ପଡିରହିଥିବା ଲୋକଙ୍କୁ ଡାବୁଗାଁ ବିଧାୟକ ମନହର ରନ୍ଧାରୀ ଭେଟି ସେମାନଂକୁ ଶୀତ କମ୍ବଳ ବଣ୍ଟନ କରିଛନ୍ତି। ଶ୍ରୀ ରନ୍ଧାରୀ ପାପଡାହାଣ୍ଡି ନବରଙ୍ଗପୁର ଓ କୋଷଗୁମୁଡା ଅଂଚଳରେ ରାସ୍ତାକଡରେ ଶୀତରେ ଥରୁଥିବା ଅସହାୟ ଲୋକଙ୍କୁ ରାତ୍ର ସମୟରେ ତାଙ୍କ ନିକଟକୁ ଯାଇ ସେମାନଂକୁ କମ୍ବଳ ସହ ଖାଇବାକୁ ଦେଇଛନ୍ତି। ବିଧାୟକଙ୍କ ଏପରି ମହାନତାକୁ ସାଧାରଣ ଲୋକେ ପ୍ରଶଂସା କରିଛନ୍ତି।
Popular Categories



