www.samajalive.in
Saturday, December 13, 2025
26.1 C
Bhubaneswar

ଶାନ୍ତିରେ ଶୋଇବାର ସହଜ ଉପାୟ

ନିଦ ଶରୀରକୁ ସୁସ୍ଥ ରଖିଥାଏ। ଦିନଯାକ କାମ କରିବା ପରେ ଭଲ ଭାବେ ନିଦରେ ଶୋଇଲେ ସମସ୍ତ ଥକାପଣ ଦୂର ହୋଇଥାଏ। ମାତ୍ର ସମସ୍ତଙ୍କ ନିଦରେ ସମାନତା ନଥାଏ। କାହାକୁ ଭଲ ନିଦ ହୁଏତ କାହାକୁ ଭଲ ନିଦ ହୁଏ ନାହିଁ। ବହୁ ଲୋକେଙ୍କୁ ଶୋଇବା ପରେ ଖୁବ ବିଳମ୍ବରେ ନିଦ ହୋଇଥାଏ। ଏହା ଏକ ମୁଖ୍ୟ ସମସ୍ୟା ଅଟେ। ଭଲ ଭାବେ ନିଦରେ ଶୋଇବା ପାଇଁ ଏକ ସହଜ ଉପାୟ ହେଉଛି ତକିଆର ବ୍ୟବହାର। ବହୁ ଲୋକେ ତକିଆର ବ୍ୟବହାର କରନ୍ତି ଓ କିଛି ଲୋକେ ତକିଆର ବ୍ୟବହାର କରି ନଥାଆନ୍ତି।
ଶୋଇବା ସମୟରେ ମୁଣ୍ଡ ତଳେ ଏକ ତକିଆ ଓ ହାତ ପାଖରେ ଏକ ତକିଆ ରଖି ଶୋଇଲେ ଭଲ ନିଦ ହୋଇଥାଏ। ତକିଆ ରଖି ଶୋଇବା ଦ୍ୱାରା ମସ୍ତିଷ୍କକୁ ଆରାମ ମିଳିଥାଏ। ଯାହାଦ୍ୱାରା ନିଦ ଶୀଘ୍ର ହୋଇଯାଏ।
ହାତପାଖରେ ତକିଆ ରଖି ଶୋଇଲେ ହାତ ଭିତରେ ରହିଥିବା ଶିରାପ୍ରଶିରାକୁ ଆରାମ ମିଳିଥାଏ।ତେଣୁ ଭଲ ନିଦ ହୋଇଥାଏ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଭଲ ନିଦ ହେବା ନିତ୍ୟାନ୍ତ ଆବଶ୍ୟକ। ତେଣୁ ତକିଆର ବ୍ୟବହାର କରିବା ଉଚିତ। ମୁଣ୍ଡ ତଳେ ସମାନ ରକମର ତକିଆ ଓ ହାତ ପାଖରେ ଗୋଲ ଆକାରର ତକିଆ ବ୍ୟବହାର କରିବା ଉଚିତ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories