www.samajalive.in
Friday, December 5, 2025
20.1 C
Bhubaneswar

ଓଡ଼ିଶା ପୁଲିସର ‘ଅପରେସନ୍‍ ପରୀ-୨’ : ୧୧ ଦିନରେ ୧୪୯୭ ଶିଶୁ ଉଦ୍ଧାର

ଭୁବନେଶ୍ୱର : ଓଡ଼ିଶା ପୁଲିସ ନିଖୋଜ ପିଲାଙ୍କୁ ଉଦ୍ଧାର କରିବା ଲାଗି ଏକ ସ୍ୱତନ୍ତ୍ର ଅଭିଯାନ ‘ଅପରେସନ୍‍ ପରୀ-୨’ ସେପ୍‍ଟେମ୍ବର ୧ରୁ ଆରମ୍ଭ କରିଥିଲା। ୧୧ ଦିନରେ ମଧ୍ୟରେ ଓଡ଼ିଶା ପୁଲିସ ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସମନ୍ୱୟରେ ପୂର୍ବ ବର୍ଷ ଭଳି ୮ଟି ଟିମ୍‍ ଗଠନ କରାଯାଇ ଦିଲ୍ଲୀ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ତାମିଲ୍‍ନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଓ ଝାଡଖଣ୍ଡ ରାଜ୍ୟରୁ ୧୪୯୭ ଶିଶୁ ଉଦ୍ଧାର କରାଯାଇଥିବା କ୍ରାଇମ୍‍ବ୍ରାଞ୍ଚ ଅତିରିକ୍ତ ମହାନିର୍ଦେଶକ ସନ୍ତୋଷ ଉପାଧ୍ୟାୟଙ୍କୁ ସୂଚନା ଦେଇଛନ୍ତି। ବୁଧବାର ମହିଳା ଓ ଶିଶୁ କଲ୍ୟାଣ, ଶ୍ରମ ବିଭାଗ ଏବଂ କ୍ରାଇମ୍‍ବ୍ରାଞ୍ଚ ଅଧିକାରୀମାନେ ୮ଟି ରାଜ୍ୟରୁ ଏହି ଶିଶୁମାନଙ୍କୁ ଉଦ୍ଧାର କରିଛନ୍ତି। ସେପ୍‍ଟେମ୍ବର୧ରୁ ୧୫ ପର୍ଯ୍ୟନ୍ତ ଏବଂ ସେପ୍‍ଟେମ୍ବର ୧୬ରୁ ୩୦ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଏହି ଟିମ୍‍ ବିଭିନ୍ନ ରାଜ୍ୟକୁ ଯାଇ ନିଖୋଜ ଶିଶୁଙ୍କୁ ଉଦ୍ଧାର କରିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories