www.samajalive.in
Saturday, December 6, 2025
15.1 C
Bhubaneswar

କିନ୍ନରଙ୍କୁ ସମର୍ଥନ କରି ମୁଣ୍ଡରେ ବିନ୍ଦି ଲଗାଇବା ସହ ଓଢ଼ଣୀ ପକାଇଲେ ଗୌତମ ଗାମ୍ଭୀର

ନୂଆଦିଲ୍ଲୀ . – କିନ୍ନରମାନଙ୍କୁ ସମର୍ଥନ କରି ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟିୟର ଗୌତମ ଗାମ୍ଭୀର ମୁଣ୍ଡରେ ବିନ୍ଦି ଲଗାଇବା ସହ ଓଢ଼ଣୀ ପକାଇଛନ୍ତି । କିନ୍ନରମାନଙ୍କର ସମର୍ଥନରେ କରାଯାଇଥିବା ଏକ ସଭାରେ ସେ ଯୋଗ ଦେବା ସହ ଓଢ଼ଣୀ ପକାଇଥିଲେ ।

- Advertisement -

ଏହା ପୂର୍ବରୁ ଗମ୍ଭୀର ରକ୍ଷା ବନ୍ଧନ ଅବସରରେ କିନ୍ନରଙ୍କ ଠାରୁ ରାକ୍ଷୀ ବାନ୍ଧୁଥିବାର ଫଟୋ ନିଜ ସମାଜିକ ଗଣମାଧ୍ୟମ ଖାତାରେ ଅଂଶୀଦାର କରିଥିଲେ ।

‘ କିନ୍ନରମାନଙ୍କର ଏହି ଉତ୍ସବ ଦିଲ୍ଲୀର ଏକ ବାଣିଜ୍ୟିକ ଭବନରେ ଅନୁଷ୍ଠିତ ହୋଇଥିଲା । ଏଠାରେ କିନ୍ନରମାନଙ୍କର ବାର୍ଷିକ ଉତ୍ସବ ହିଜରା ହବ୍ବା ଅନୁଷ୍ଠିତ ହୋଇଥିଲା । ଏଡସ୍‌ ବିଷୟରେ ସଚେତନତା ସହ ଯିଏ ଯେପରି ଭାବେ ଜନ୍ମ ହୋଇଛି ତାକୁ ସେପରି ବଞ୍ଚିବାକୁ ଅଧିକାର ଦେବା ପାଇଁ ଏଠାରେ ସଚେତନତା କରାଯାଇଥିଲା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories