www.samajalive.in
Friday, December 12, 2025
15.1 C
Bhubaneswar

ଟ୍ରକ୍‍ ଧକ୍କାରେ ବାଇକ୍‍ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ

ରେଙ୍ଗାଲି: ସମ୍ବଲପୁର-ରାରକେଲା ୧୦ ନମ୍ବର ରାଜ୍ୟ ରାଜପଥର ଖିଣ୍ଡା-ଧୁବେନଛାପଲ ଛକରେ ଆଜି ଅପରାହ୍ନରେ ଏକ କୋଇଲା ପରିବହନକାରୀ ଟ୍ରକ୍‍ ଚାପାରେ ନିସାନଭଙ୍ଗା ଗ୍ରାମର ଉତ୍ତମ ପଧାନ (୩୭) ନାମକ ଜନୈକ ବାଇକ୍‍ ଆରୋହୀଙ୍କ ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ହୋଇଯାଇଛି। ମୃତ ଉତ୍ତମଙ୍କ ସହିତ ବାଇକରେ ବସିଥିବା ନିସାନଭଙ୍ଗା ଗ୍ରାମର ସରୋଜ ବିଶ୍ୱାଲ ଗୁରୁତର ଆହତ ହୋଇଛନ୍ତି।

ମୃତ ଉତ୍ତମ ପଧାନ ତାଙ୍କ ବାଇକରେ ସରୋଜଙ୍କ ସହିତ ଝାରସୁଗୁଡାରୁ ଏକ ବିବାହ ଉତ୍ସବରେ ଯୋଗ ଦେଇ ଘରକୁ ଫେରୁଥିବା ବେଳେ ଖିଣ୍ଡା-ଧୁବେନଛାପଲ ଛକ ପାଖରେ କୋଇଲା ପରିବହନ ଟ୍ରକ୍‍ ଧକ୍କା ଦେଇ ତାଙ୍କ ଚାପି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories