www.samajalive.in
Monday, December 15, 2025
16.1 C
Bhubaneswar

ଏପରି ପ୍ରସ୍ତୁତ କରନ୍ତୁ ରୁଟି

ପ୍ରାୟତଃ ଆପଣ ପ୍ରତିଦିନ ଗୋଟିଏ ପ୍ରକାର ଭୋଜନ କରି ବିରକ୍ତହୋଇଥାଆନ୍ତି। ତେଣୁ ଏଥିରେ ସାମାନ୍ୟ ପରିବର୍ତ୍ତନ ଆପଣଙ୍କ ବିରକ୍ତିଭାବ ଦୂର କରିବା ସହ ପାଟିର ସ୍ୱାଦ ମଧ୍ୟ ବଢାଇଥାଏ। ସେଭଳି କିଛି ଖାଦ୍ୟ ବିଷୟରେ ଜାଣନ୍ତୁ। ସେହିପରି ଏକ ମୁଖ୍ୟ ଖାଦ୍ୟ ହେଉଛି ରୁଟି। ମାତ୍ର ପ୍ରତିଦିନ ଗୋଟିଏ ପ୍ରକାର ରୁଟି ଖାଇଲେ ମଧ୍ୟ ଭଲ ଲାଗେ ନାହିଁ। ଏହାକୁ ବିଭିନ୍ନ ପ୍ରକାରର ତିଆରି କରିପାରିବେ।

ମିଶ୍ରଣ ରୁଟି
ଆବଶ୍ୟକ ସାମଗ୍ରୀ ; ଅଟା,ବେସନ,ଲୁଣ,ଜୁଆଣୀ,ପିଆଜ,ହେଙ୍ଗୁ,ହଳଦୀ,କସ୍ତୁରୀ ମେଥି, ଧନିଆ
ପ୍ରସ୍ତୁତି ପ୍ରଣାଳୀ ….
ସମସ୍ତ ପ୍ରକାର ଜିନିଷକୁ ମିଶାଇ ଚକଟି ଦିଅନ୍ତୁ। ଏହାପରେ ଗୁଳା କରି ରୁଟି ବେଲନ୍ତୁ। ଗ୍ୟାସରେ ତାୱା ଲଗାଇ ଏହାକୁ ସେକି ଦିଅନ୍ତୁ। ଏହି ରୁଟିରେ ଘିଅ ଲଗାଇ ମଧ୍ୟ ଖାଇପାରିବେ।

- Advertisement -

ଆବଶ୍ୟକ ସାମଗ୍ରୀ ; ମଇଦା, ସାମାନ୍ୟ ଚିନି, ବେକିଙ୍ଗ ପାଉଡର, ଲୁଣ, ଦହି, ତେଲ,ଅଟା
ପ୍ରସ୍ତୁତି ପ୍ରଣାଳୀ ; ଏହି ସମସ୍ତ ଜିନିଷକୁ ଭଲ ଭାବେ ମିଶାଇ ଚକଟି ଦିଅନ୍ତୁ। ଚକଟିବା ପରେ ଏହାକୁ ଓଦା କପଡାରେ ଘୋଡାଇ ରଖି ୧ ଘଣ୍ଟା ରଖି ଦିଅନ୍ତୁ। ଏହାପରେ ଏଥିରୁ ଗୁଳା ପ୍ରସ୍ତୁତ ବେଲି ଦିଅନ୍ତୁ। ଏବେ ଗ୍ୟାସ ଲଗାଇ ତାୱାରେ ସେକି ଦିଅନ୍ତୁ।

ଆବଶ୍ୟକ ସାମଗ୍ରୀ ; ମଇଦା, ଲୁଣ, ତେଲ, ପାଣି
ପ୍ରସ୍ତୁତି ପ୍ରଣାଳୀ ; ମଇଦା,ତେଲ,ଲୁଣ ପକାଇ ଗୋଳାଇବା ପରେ ପାଣି ପକାଇ ଭଲ ଭାବେ ଚକଟି ଦିଅନ୍ତୁ। ଏବେ ଏହାକୁ କିଛି ସମୟ ରଖି ଦିଅନ୍ତୁ। କିଛି ସମୟ ରଖିବା ପରେ ଗୁଳା କରି ବଡ ଆକାରର ରୁଟି ବେଲି ଦିଅନ୍ତୁ। ଗ୍ୟାସରେ ତାୱାରେ ରୁଟି ପ୍ରସ୍ତୁତ ପରେ ପୁଣି ଏହାକୁ ସିଧାସଳଖ ନିଆଁରେ ସେକି ଦିଅନ୍ତୁ।

ଆବଶ୍ୟକ ସାମଗ୍ରୀ : ମକା ଅଟା, ଲୁଣ, କଟା ଧନିଆ ପତ୍ର , ଜୁଆଣୀ, ଘିଅ କିମ୍ବା ତେଲ , ଉଷୁମ ପାଣି
ପ୍ରସ୍ତୁତି ପ୍ରଣାଳୀ ; ମକା ଅଟା, ଲୁଣ, କଟା ଧନିଆ, ଜୁଆଣୀ, ଘିଅକୁ ମିଶାଇ ଦିଅନ୍ତୁ। ଏହାପରେ ଅଳ୍ପ ଅଳ୍ପ ପାଣି ଦେଇ  ଭଲ ଭାବେ ଚକଟି ଦିଅନ୍ତୁ। ଏହାପରେ ଗୁଳା କରି ହାଲକା ହାଲକା ବେଲି ଦିଅନ୍ତୁ। ବେଲିବା ପରେ ଗ୍ୟାସରେ ତାୱା ବସାଇ ଘିଅ କିମ୍ବା ତେଲରେ ସେକି ଦିଅନ୍ତୁ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories