www.samajalive.in
Saturday, December 6, 2025
16.1 C
Bhubaneswar

ଚକଡ଼ା ପୋକ ଯୋଗୁଁ ଚିନ୍ତାରେ ଚାଷୀ

ସିକୋ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ସିକୋ ,ଶଗଡ଼ଭଙ୍ଗା ,ହଜ ଏବଂ ହୀରାପୁର ଆଦି ପଞ୍ଚାୟତ ଅଞ୍ଚଳରେ ଚାଷୀମାନେ କରିଥିବା ଧାନ ଜମିରେ ଚକଡ଼ା ପୋକ ଲାଗି ଧାନ ଫସଲ ନଷ୍ଟ କରି ଦେଉଥିବା ଚାଷୀ କହିଛନ୍ତି। ଫଳରେ ଚାଷୀ ମାନେ ଏହାର ପ୍ରତିକାର କରି ନପାରି ମୁଣ୍ଡରେ ହାତ ଦେଇ ବସିଛନ୍ତି ।ଶେଖ ବଚନ ,ନାରାୟଣ ପରମଗୁରୁ ,ଆତଙ୍ଗ ମଙ୍ଗରାଜ ରାଜ ପ୍ରଧାନ ,ରଘୁନାଥ ପ୍ରଧାନ ,ଦାସ ନରେନ୍ଦ୍ର, ଗଙ୍ଗା ନରେନ୍ଦ୍ର ,ପୂର୍ଣ୍ଣଚନ୍ଦ୍ର ଭୁଜବଳ ,ଦାଶରଥୀ ସାହୁ ,ଅପର୍ତ୍ତି ବାହୁବଳେନ୍ଦ୍ର ,ଗୋପାଳକୃଷ୍ଣ ପାଇକରାୟ ,ସୁରେନ୍ଦ୍ର ଛୋଟରାୟ ,ଗୋଲଖ ସାମନ୍ତରାୟ ,ଦୁର୍ଗାଚରଣ ବଳିଆରସିଂ ,କାହ୍ନୁ ଚରଣ ଛୋଟରାୟ ,ଗୋବିନ୍ଦ ସେନାପତି ଏବଂ ଶ୍ୟାମସୁନ୍ଦର ସେନାପତି ପ୍ରମୁଖ ଚାଷୀଙ୍କରଏହି ଚକଡ଼ା ପୋକ ଯୋଗୁ ଫସଲ କ୍ଷତି ହୋଇଥିବାର ଜଣାପଡିଛି । ବିଭାଗୀୟ କୃଷି ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ରୋଗପୋକ ଦାଉରୁ ଚାଷୀମାନଙ୍କର ଫସଲ ରକ୍ଷା କରିବା ପାଇଁ ଚାଷୀ ମାନେ ଦାବି କରିଛନ୍ତି ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories