www.samajalive.in
Sunday, December 14, 2025
23.1 C
Bhubaneswar

କଣ୍ଟାବାଞ୍ଜି ଯାଦବ ସମାଜ ତରଫରୁ ଗିରି ଗୋବର୍ଦ୍ଧନ ପୂଜା

କଣ୍ଟାବାଞ୍ଜି : ଶୁକ୍ରବାର ସ୍ଥାନୀୟ ଗୁରୁବଜାର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ଗିରିଗୋବର୍ଦ୍ଧନ ପୂଜା ଉତ୍ସବ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୧୦୦୦ରୁ ଅଧିକ ସଂଖ୍ୟାରେ ଯାଦବ ଭାଇ ଭଉଣୀ ମାନେ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଭାବେ ପ୍ରଦେଶ (ପ୍ରକଳ୍ପ)  ଯାଦବ ମହାସଭା ସଭାପତି  ଲକ୍ଷ୍ମଣ ବାଗ, ଜିଲ୍ଲା ଯାଦବ ସମାଜ ସଭାପତି ପରମାନନ୍ଦ ହାତୀ, ମୁଖ୍ୟ ବକ୍ତା ରାମକୃଷ୍ଣ ସଲମା, ସମ୍ମାନିତ ଅତିଥି ଘନଶ୍ୟାମ ଗହୀର, ସଭାନେତ୍ରୀ ଭାବେ ସରସ୍ଵତୀ ଜାଲ ପ୍ରମୁଖ ଯୋଗ ଦେଇଥିଲେ। ଗୁରୁଦୟାଲ ହଂସ ମଞ୍ଚ ପରିଚାଳନା କରିଥିଲେ । ଯୁବ ଯାଦବ ସଭାପତି ବେଦବ୍ୟାସ ନାଗ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ରୁଷି କେଶ ବାଗ ଏବଂ ତାଙ୍କ ଧର୍ମପତ୍ନୀ ରୋଷଣୀ ବାଗ ପୂଜା କର୍ତ୍ତା ହୋଇ ପୂଜା ସମ୍ପନ୍ନ କରିଥିଲେ। ନୂଆପଡ଼ା ଜିଲାରୁ ଉମା ଶଙ୍କର ହଂସ ସତସଙ୍ଗ ଗିରିଗୋବର୍ଦ୍ଧନ ପୂଜା ପରିବେଷଣ କରିଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories