www.samajalive.in
Saturday, December 6, 2025
16.1 C
Bhubaneswar

ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍ ଆରୋହୀ ଗୁରୁତର

ରେଙ୍ଗାଲିକ୍ୟାମ୍ପ : ୫୩ନଂ ଜାତୀୟ ରାଜପଥ ଅସମ୍ପୂର୍ଣ୍ଣ ତଥା ତ୍ରୁଟି ପୂର୍ଣ୍ଣ ହେବା ଯୋଗୁଁ ଦିନକୁ ଦିନ ଛୋଟ ମୋଟ ଘଟଣା ଠାରୁ ଆରମ୍ଭ କରି ମର୍ମନ୍ତୁଦ ଘଟଣା ଘଟୁଥିବା ଦେଖାଯାଉଛି।  ଗତକାଲି  ୧୧ଟା ସମୟରେ ଅତାବିରା ଥାନା ଅନ୍ତର୍ଗତ ଆନ୍ଦ୍ର କଲ୍ୟାଣ ମଣ୍ଡପ ନିକଟ ପେଟ୍ରୋଲ ପମ୍ପ ସମ୍ମୁଖରେ ବାଇକ୍ କୁ ଅଜଣା ଗାଡି ଧକ୍କା ଦେଇ ଚମ୍ପଟ ମାରିଥିବାବେଳେ ବାଇକ୍ ଆରୋହୀ ଉତ୍ତମ ଛତର (୨୭) ଓ ଲକ୍ଷ୍ମଣ ନନ୍ଦ(୨୮) ରକ୍ତାକ୍ତ ଅବସ୍ଥାରେ ଛିଟିକି ପଡ଼ି ଗୁରୁତର ହୋଇ ପଡ଼ିଥିଲେ।  ସ୍ଥାନୀୟ ଲୋକଙ୍କ ସହାୟତାରେ ଅତାବିରା ପୁଲିସ ଖବର ପାଇ ଘଟଣା ସ୍ଥଳକୁ ପହଞ୍ଚି ପ୍ରାଥମିକ  ତଦନ୍ତ ସହ ଗୁରୁତର ବାଇକ୍ ଆରୋହୀ ଦ୍ବୟ ଙ୍କୁ ଆମ୍ବୁଲେନ୍ସ ଯୋଗେ ବୁର୍ଲା ବଡ଼ ଡାକ୍ତର ଖାନାକୁ ପଠାଇବା ସହ ଘଟଣାର ତଦନ୍ତ କରୁଛି।  ତେବେ ଗୁରୁତର ବ୍ୟକ୍ତି ମାନେ ବରଗଡ଼ ଧାଙ୍ଗେର ଗ୍ରାମର ବୋଲି ଜଣାପଡିଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories