www.samajalive.in
Monday, December 8, 2025
14.1 C
Bhubaneswar

ଏଥର ଦୀପାବଳିରେ ପରିବେଶ ଉପଯୋଗୀ ବାଣକୁ ଅନୁମତି

କଟକ: ଏଥର ଦୀପାବଳିରେ ଫୁଟିବ ପରିବେଶ ଉପଯୋଗୀ ବାଣ(ଗ୍ରୀନ କ୍ରାକର)। ନୀଖିଳ ଓଡ଼ିଶା ବାଣ ବ୍ୟବସାୟୀ ସଂଘର ଆବେଦନକୁ ଗ୍ରହଣ କରି ଏହିଭଳି ବାଣ ଫୁଟାଇବା ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି। ନିର୍ଦିଷ୍ଟ ସର୍ତ୍ତ ଆଧାରରେ ବିକ୍ରି ହୋଇପାରିବ ପରିବେଶ ଉପଯୋଗୀ ବାଣ। କେବଳ ଦୀପାବଳି ଦିନ ୨ ଘଣ୍ଟା ବାଣ ଫୁଟାଇବାକୁ ଅନୁମତି ମିଳିଛି। ରାତି ୮ଟାରୁ ୧୦ଟା ମଧ୍ୟରେ କେବଳ ପରିବେଶ ଉପଯୋଗୀ ବାଣ ଫୁଟାଇବାକୁ ଉଚ୍ଚ ନ୍ୟାୟାଳୟ ଅନୁମତି ଦେଇଛନ୍ତି। ପେଟ୍ରୋଲିୟମ୍‌ ଓ ବିସ୍ଫୋରକ ନିରାପତ୍ତା ସଂଗଠନ(ପିଇଏସଓ) ଦ୍ବାରା ଅନୁମୋଦିତ ବାଣ ଫୁଟାଇହେବ ବୋଲି ମାନ୍ୟବର ଉଚ୍ଚ ନ୍ୟାୟାଳୟ କହିଛନ୍ତି। କୋଭିଡ଼୍‌ ମହାମାରୀ ଓ ପରିବେଶ ପ୍ରଦୂଷଣ ରୋକିବାକୁ ଏହି ନିଷ୍ପତ୍ତି ନିଆଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories