www.samajalive.in
Sunday, December 14, 2025
16.1 C
Bhubaneswar

ପ୍ରଭୁ ଗଣେଶ ଦୂର କରନ୍ତି ବାସ୍ତୁ ଦୋଷ

ପ୍ରଭୁ ବିଘ୍ନକର୍ତ୍ତା ଗଣେଶ ଭିନ୍ନ ଭିନ୍ନ ସ୍ୱରୁପରେ ସମସ୍ତ ଦିଗର ବାସ୍ତୁ ଦୋଷ ଦୂର କରିଥାଆନ୍ତି। ବାସ୍ତୁ ଦେବତାଙ୍କ ଶାନ୍ତି ନିମନ୍ତେ ଗଣେଶଙ୍କ ପୂଜାର୍ଚ୍ଚନା କରିବା ନିତ୍ୟାନ୍ତ ଆବଶ୍ୟକ ଅଟେ। ନିୟମିତ ଗଣେଶଙ୍କୁ ପୂଜାର୍ଚ୍ଚନା କଲେ ବହୁ ପରିମାଣରେ ବାସ୍ତୁ ଦୋଷ ଦୂର ହୋଇଯାଏ।
ଘରର କାନ୍ଥରେ ସ୍ୱସ୍ତିକ ଚିହ୍ନ କଲେ ବାସ୍ତୁ ଦୋଷ ଦୂର ହୋଇଥାଏ।
ପ୍ରଭୁ ଗଣେଶଙ୍କ ଫଟୋ କିମ୍ବା ମୂର୍ତ୍ତିର ମୁଖ ଦକ୍ଷିଣକୁ ହେବା ଉଚିତ ନୁହେଁ।
ଗୃହରେ ସର୍ବଦା ବସିଥିବା ଗଣେଶଙ୍କ ପ୍ରତିମା ଏବଂ କାର୍ଯ୍ୟ ସ୍ଥଳରେ ଠିଆ ହୋଇଥିବା ଗଣେଶଙ୍କ ପ୍ରତିମା ରଖିବା ଆବଶ୍ୟକ ଅଟେ।
ପୂର୍ବ ଦିଗରେ ଗଣେଶଙ୍କ ପ୍ରତିମା ସ୍ଥାପନ କଲେ ଏହା ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିଥାଏ।
ଧଳା ରଙ୍ଗ ଗଣେଶଙ୍କ ପ୍ରତିମା ଘରେ ଲଗାଇଲେ ଗୃହରେ ସର୍ବଦା ସୁଖଶାନ୍ତିର ବାତାବରଣ ରହିଥାଏ।
ପିଲାଙ୍କ ପାଠ ପଢା ନିମନ୍ତେ ସିନ୍ଦୂର ରଙ୍ଗର ଗଣେଶଙ୍କ ପ୍ରତିମା ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ।
ପ୍ରତି ବୁଧବାରରେ ଗଣେଶଙ୍କୁ ଲଡ଼ୁ ପ୍ରସାଦ ଭାବେ ଭୋଗ ଲଗାଇଲେ ପରିବାର ସଦସ୍ୟ ମଧ୍ୟରେ ସଂପର୍କ ସୁଦୃଢ ରହିଥାଏ।
ନିୟମିତ ପ୍ରଭୁ ଗଣେଶଙ୍କୁ ଦୁବ ଏବଂ ଅରୁଆ ଚାଉଳ ଅର୍ପଣ କଲେ ବହୁ ଶୁଭ ଫଳ ମିଳିଥାଏ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories