www.samajalive.in
Friday, December 12, 2025
14.1 C
Bhubaneswar

ଦୁଇ ମୋବାଇଲ ଚୋର ଗିରଫ

ଆଠଗଡ: ଆଠଗଡର ଏକ ହୋଟେଲରେ ଖାଉଥିବା ଜଣେ ଗ୍ରାହକଙ୍କର ମୋବାଇଲ ଲୁଟ କରି ପଳାଇ ଯାଉଥିବା ୨ଜଣ ଚୋରଙ୍କୁ ହୋଟେଲ ମାଲିକ କାବୁକରି ପୁଲିସର ଜିମା ଦେଇଥିବା ଜଣାପଡିଛି। ଗ୍ରାଣ୍ଡମିନାର ହୋଟେଲରେ ଅନୁଗୁଳ ଜିଲ୍ଲା ତୁରଙ୍ଗ ଗ୍ରାମର ଶ୍ୟାମଲ କୁମାର ଦୋରା ଖାଉଥିବାବେଳେ ତାଙ୍କ ପକେଟରୁ ପଶ୍ଚିମବଙ୍ଗ କୁରୁଲିଆ ଅଞ୍ଚଳର ଢେଙ୍କାନାଳରେ ରହୁଥିବା ପୁନା ସିଂ ଓ ସୁବୋଧ ସିଂ ଏକ ମୋବାଇଲ ଚୋରୀ କରି ଫେରାର ହୋଇଯାଉଥିଲେ। ହୋଟେଲ ମାଲିକ ପ୍ରବୀଣ ପଟ୍ଟନାୟକ ଏହା ଜାଣିପାରି ତାଙ୍କୁ ଗୋଡାଇ ଗୋଡାଇ ଧରି ପୁଲିସ କୁ ଖବର ଦେଇଥିଲେ। ଆଠଗଡ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇଜଣଙ୍କୁ ଗିରଫ କରିଥିବା ଜଣାପଡିଛି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories