www.samajalive.in
Wednesday, December 10, 2025
23.1 C
Bhubaneswar

ରାଜ୍ୟ ସରକାରୀ କର୍ମଚାରୀଙ୍କ ପକ୍ଷରୁ ପାର୍ଲାମେଣ୍ଟ ଅଭିଯାନ

କଟକ : ନୂଆପେନ୍ସନ ବାତିଲ, ଖାଲିସ୍ଥାନରେ ସ୍ଥାୟୀ ନିଯୁକ୍ତି, କଣ୍ଟ୍ରାକଚୁଆଲ, ଆଉଟ ସୋରସିଂ, ଅସ୍ଥାୟୀ, ଏନ.ଏଚ.ଏମ.ଓ ଡାଟାଏଣ୍ଟ୍ରି ଅପରେଟର ମାନଙ୍କୁ ସ୍ଥାୟୀ କରିବା, ସର୍ବନିମ୍ନ ଦରମା ଟ୧୮୦୦୦/- କରିବା ଏବଂ ସର୍ବନିମ୍ନ ପେନସନ ଟ୯୦୦୦/- କରିବା ଆଦି ଅନ୍ୟାନ୍ୟ ଦାବି ଉପରେ ସେପ୍ଟେମ୍ବର ୫ତାରିଖ ପାର୍ଲିଆ ମେଣ୍ଟ ଅଭିଯାନ ମଧ୍ୟ ଦେଇ ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପଦାନ କରାଯିବ । ଏହି ଏୟତିହାସିକ କାର୍ୟ୍ୟ କ୍ରମରେ ଯୋଗ ଦେବା ନିମନ୍ତେ ଓଡିଶାରୁ ଓଡିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ପକ୍ଷ୍ୟରୁ ସଭାପତି ଅକ୍ଷୟ କୁମାର ମିଶ୍ର, ସାଧାରଣ ସମ୍ପାଦକ ନରୋତ୍ତମ ପାର୍ଥ ସାରଥୀ, ସମ୍ପାଦକ ସୁଦର୍ଶନ ପ୍ରଧାନ, ପୁର୍ଣ ଚନ୍ଦ୍ର ନାୟକ କଟକ ଜିଲ୍ଲା ସମ୍ପାଦକ ଓ ବହୁ ରାଜ୍ୟ ସରକାରୀ କର୍ମଚାରୀ ସୋମବାର ତାରିଖ ନନ୍ଦନକାନନ ଏକ୍ସପ୍ରେସ ଯୋଗେ ଦିଲ୍ଲୀ ଯାଇଥିବା ବିଷୟ ପ୍ରେସ ସମ୍ପାଦକ ବିକାଶ ଚନ୍ଦ୍ର ମହାପାତ୍ର ଏକ ପ୍ରେସ ନୋଟ ରେ ଜଣାଇଛନ୍ତି ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories