www.samajalive.in
Saturday, December 6, 2025
15.1 C
Bhubaneswar

ଦିନ ୩ଟା ମୁଖ୍ୟ ଖବର

ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ଼ ସମସ୍ତ ଓଡ଼ିଶାବାସୀଙ୍କ ପାଇଁ ଲାଗୁ ହେଉ – ନିରଞ୍ଜନ

ଏଣିକି ଏନଡିଏ ପରୀକ୍ଷା ଦେଇପାରିବେ ଝିଅ, ଝିଅ ଏନଡିଏ ପରୀକ୍ଷା ଦେଇପାରିବା ନେଇ ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ନିର୍ଦେଶ

- Advertisement -

ସେପ୍ଟେମ୍ବର ୫ରେ ହେବ ଏନଡିଏ ପ୍ରବେଶିକା ପରୀକ୍ଷା

ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରୁ ମୁକ୍ତ ହେଲେ ଶଶି ଥରୁର

ଆସାମ-ମିଜୋରାମ ସୀମାରେ ପୁଣି ଗୁଳି ଚାଳନା: ବଢିଲା ଉତ୍ତେଜନା

ସିବିଆଇକୁ ସ୍ୱାୟତ୍ତତା ପ୍ରଦାନ କର: କେନ୍ଦ୍ରକୁ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ

୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନା ଜନିତ ୬୫ ଜଣଙ୍କର ମୃତ୍ୟୁ ; କଟକ ଜିଲାରୁ ସର୍ବାଧିକ ୧୫ , କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୦୮୬

ରାଜ୍ୟରେ ଗୋଟିଏ ଦିନରେ ୯୯୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ; ସେମାନଙ୍କ ମଧ୍ୟରେ ଶୂନ୍ୟରୁ ୧୮ ବର୍ଷ ବୟସର ୧୩୮ ଜଣ  ; ଏଥିସହିତ ସଂଗରୋଧରୁ ୫୭୮ ଓ ସ୍ଥାନୀୟ ସଂକ୍ରମିତ ୪୧୫

ରାଜ୍ୟରେ ମୋଟ ୧୭୨୦୮୨୪୮ ନମୁନା ପରୀକ୍ଷା କରାଯାଇସାରିଲାଣି ;  ତାହାସହିତ ମୋଟ ୯୮୦୪୭୧ ଜଣ ଆରୋଗ୍ୟ ଲାଭ କରିସାରିଛନ୍ତି

ରାଜ୍ୟରେ ସଂପ୍ରତି ୯୫୩୬ ଜଣ ସକ୍ରିୟ ସଂକ୍ରମିତ

ଭଦ୍ରକ ବିଧାୟକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ବିଧାୟକ ସୁରକ୍ଷିତ

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫,୧୭୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଦିନକ ମଧ୍ୟରେ ଦେଶରେ ୪୪୦ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ; ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୩୨,୫୧୯କୁ ବୃଦ୍ଧି

ଗୋଟିଏ ଦିନରେ ୩୭,୧୬୯ ଜଣ ସୁସ୍ଥ ;  ଏପର୍ୟ୍ୟନ୍ତ ମୋଟ ୩,୧୪,୮୫,୯୨୩ ଜଣ କରୋନାରୁ ସୁସ୍ଥ

ସଂପ୍ରତି ଦେଶରେ ୩,୬୭,୪୧୫ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି, ଯାହା ୧୪୮ ଦିନ ମଧ୍ୟରେ ସର୍ବନିମ୍ନ ସ୍ତର

ଦେଶରେ ଦୈନିକ ସଂକ୍ରମଣ ହାର ୧.୯୬% ଏବଂ ସାପ୍ତାହିକ ସଂକ୍ରମଣ ହାର ୧.୯୫%

ଗୁରୁବାର ସଂଧ୍ୟା ସୁଦ୍ଧା ମୋଟ ୪୯.୮୪ କୋଟି ନମୁନା ପରୀକ୍ଷା

ଏଥିସହିତ ସେହି ସମୟ ମଧ୍ୟରେ ଦେଶବାସୀଙ୍କୁ ୫୬.୦୬ କୋଟି ପାନ କୋଭିଡ ଟିକା ଦିଆଯାଇଛି

ମହିଳାଙ୍କୁ ନିର୍ବାଚିତ କରାଇବା ପ୍ରଶ୍ନରେ ହସିଲେ ତାଲିବାନ ଆତଙ୍କବାଦୀ

ଦେଶରେ କୋଭିଡ ଟିକା ନେଲେଣି ୫୬ କୋଟି ୯୪ ହଜାର ୫୮୧

ସାବରିମାଳା ଦର୍ଶନ ପାଇଁ ପିତାଙ୍କ ସହ ନାବାଳିକାଙ୍କୁ ଅନୁମତି ଦେଲେ କେରଳ ହାଇକୋର୍ଟ

ତାଲିବାନି ବିଜୟ ଉତ୍ସବରେ ଦୁଇ ମାଲାୟଲମ ଅଧିବାସୀ ଥିବା ସନ୍ଦେହ କରୁଛନ୍ତି ଥରୁର

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories