www.samajalive.in
Tuesday, December 9, 2025
15.1 C
Bhubaneswar

ଦେବଗିରି ପାହାଡ଼ ପାଦଦେଶରୁ ଆହତ ଭାଲୁ ଉଦ୍ଧାର

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ଗୋଡିଖୋଳା ଗାଁ ରୁ ଏକ ଆହତ ରାମ ଭାଲୁକୁ (Honey badger )ଉଦ୍ଧାର କରାଯାଇଛି। କୁଲଡ଼ିହା ଅଭୟାରଣ୍ୟର ଦେବଗିରି ପାହାଡ଼ ପାଦରେ ଉକ୍ତ ଗାଁ ଟି ଅବସ୍ଥିତ ଥିବାରୁ ବର୍ଷ ତମାମ ଏଠାକୁ ବନ୍ୟଜନ୍ତୁ ଆସିଥାଆନ୍ତି । ବିଗତ ବର୍ଷ ମାନଙ୍କରେ ବନ୍ୟଜନ୍ତୁଙ୍କ ଆକ୍ରମଣ ଯୋଗୁଁ ବହୁ ଲୋକ ମୃତାହତ ହୋଇଛନ୍ତି। ତେବେ ଆଜି ସକାଳେ ଉକ୍ତ ଅଞ୍ଚଳରେ ଥିବା ଏକ ଘର ବାଡ଼ିରେ ରାମ ଭାଲୁ ଟି ଆହତ ଅବସ୍ଥାରେ ପଡିରହିଥିଲା।ଗ୍ରାମବାସୀଙ୍କ ଦ୍ୱାରା ତାକୁ ଉଦ୍ଧାର କରା ଯାଇ ଦେବଗିରି ପାହାଡ଼ରେ ଛାଡି ଦିଆ ଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories