BJD Bijuli 480×75 Mob

ବିସ୍ପୋରଣରେ ଜଣେ ପୁଲିସ ଯବାନ ସହିଦ, ୩ ଗୁରୁତର

BJD Bijuli 480×75 Mob
0

ସୁକମା : ଛତିଶଗଡ ସୁକମା ଜିଲା କେରଲାପଳ ନିକଟରେ ନକ୍ସଲମାନେ ଏକ ବିସ୍ପୋରଣ ଘଟାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ବିସ୍ପୋରଣରେ ଜଣେ ଯବାନ ସହିଦ ହେବାସହ ତିନି ଜଣ ଯବାନ ଆହତ ହୋଇଛନ୍ତି। ବସ୍ତର ଆଇଜି ବିବେକାନନ୍ଦ ସିହ୍ନାଙ୍କ କହିବା ଅନୁସାରେ ଆହତ ସମସ୍ତ ଯବାନଙ୍କ ଉନ୍ନତ ସ୍ୱାସ୍ଥ୍ୟବସ୍ଥା ନିମନ୍ତେ ରାୟପୁର ପଠାଇଦିଆଯାଇଛି।

Leave A Reply