ପାଟଣା: ଢେଙ୍କିକୋଟ ମଣ୍ଡଳ ସାହିର ଦୀପକ ମଣ୍ଡଳ ଘରୁ ଗତରାତି ଏକ ରଣା ସାପ ଉଦ୍ଧାର ହୋଇଛି। ସାପଟି ଘର ଦ୍ବାର ମୁହଁ ରେ ଥିବା ବେଳେ ଘର ଲୋକ ଦେଖି ସର୍ପ ଧରାଳି ଢେଙ୍କିକୋଟର ନାଦିର୍ ଅନସାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ନାଦିର୍ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପରେ ଆଜି ସେ ଜଙ୍ଗଲରେ ଛାଡି ଦେଇଛନ୍ତି।
Popular Categories



