ପାଟଣା : ଚାଷୀ ମାନେ ଉତ୍ପାଦିତ ଧାନ ସରକାରଙ୍କୁ ବିକ୍ରି କରିବା ପାଇଁ ଏବେ ବହୁ ମୁଖି କୃଷକ ସେବା ସମବାୟ ସମିତି (ଲ୍ୟାମ୍ପ୍ସ୍) ମାନଙ୍କରେ ଚାଷୀ ପଞ୍ଜିକରଣ କାମ ଚାଲି ଥିବାରୁ ଏଠାକୁ ଚାଷୀ ମାନେ ଆସି ଗହଳି ଲଗାଉଛନ୍ତି। କରୋନା କଟକଣା କୁ ନମାନି ଭିଡ଼ ଲଗାଉଥିବାରୁ ପାଟଣା ଲ୍ୟାମ୍ପ୍ସ୍ ରେ ନୂଆ ନିୟମ ଲାଗୁ କରାଯାଇଛି। ଚାଷୀ ମାନେ ସେମାନଙ୍କ ଖୋଲା ଝୁଲା କୁ କ୍ରମାଙ୍କରେ ଧାଡ଼ିରେ ରଖୁଛନ୍ତି। ଝୁଲା ଭିତରେ ଥିବା ଚିରକୁଟ ଦେଖି ଚାଷୀ ମାନଙ୍କର ନାମ ଡକା ଯାଉଛି ଓ ସେମାନଙ୍କୁ କର୍ମଚାରୀ ମାନେ ପଞ୍ଜିକରଣ ରେ ସହାୟତା କରୁଥିବା ଦେଖା ଯାଉଛି।
Popular Categories



