ରାତି ୧୦ଟା – ମୁଖ୍ୟ ଖବର

୧. ମାଜଣା, ବନକଲାଗି ଓ ଅଳଙ୍କାର ଲାଗି ବଢି ସାରି ଭୋଗ ସମ୍ପନ୍ନ ହେଲା ପରେ ମା’ ମହାଲକ୍ଷ୍ମୀ ବଡ଼ ଦେଉଳରୁ ଗୁଣ୍ଡିଚା ମନ୍ଦିରକୁ ବିମାନରେ ବିଜେ ହେଉଛନ୍ତି।
୨. ମିଶନ ଶକ୍ତି ପାଇଁ ୪୫୩.୫୦ କୋଟିର କୋଭିଡ୍ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୩୩୮ ବ୍ଲକରେ ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ୧୬୯ କୋଟି ବ୍ୟୟବରାଦ
୩. ଟିକା ନେବା ପରେ ବି ଡେଲଟା ଭାରିଆଣ୍ଟ ଯୋଗୁଁ ଅଧିକାଂଶ ଭାରତୀୟ ସଂକ୍ରମିତ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା
୪. ପାରଳାଖେମୁଣ୍ଡି ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା, ଘଟଣାସ୍ଥଳରେ ପହଁଚିଲେ ସାଇଣ୍ଟିଫିକ୍ ଟିମ୍, ପୁଲିସ ଓ ସୌମ୍ୟଙ୍କ ପରିବାର
୫. ନବୀନ-ମୋଦୀ ଆଲୋଚନା: ରାଜ୍ୟକୁ ୯୫ % ଟିକା ଯୋଗାଇ ଦେବାକୁ ଦାବି କଲେ ମୁଖ୍ୟମନ୍ତ୍ରୀ
୬. ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଅଭିଯୋଗ – ଧାନ କିଣା ବାବଦ ୬୫୭୦ କୋଟି ଟଙ୍କା ଏଯାଏ ଦେଇନି କେନ୍ଦ୍ର
୭. ରାଜ୍ୟ ଭିତରେ ଆଜିଠାରୁ ବସ ଚଳାଚଳ ଆରମ୍ଭ, କେବଳ ସିଟରେ ବସି ଯାତ୍ରା କରିବେ ଯାତ୍ରୀ
୮. ଅଦା ବୋଝେଇ ଟ୍ରକରେ ଗଂଜେଇ, ୧ ଟନ୍ ଗଞ୍ଜେଇ ଜବତ କଲା ଜୟପୁର ସଦର ପୁଲିସ, ଜଣେ ଗିରଫ
୯. ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ଗର୍ଭବତୀଙ୍କୁ ଟିକାକରଣ
୧୦. ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୨୩୧୭ ଜଣ

Comments are closed.