mission shakti banner

ଆକାଶରୁ ନିଆଁ ବର୍ଷା; ଚଳିତ ବର୍ଷ ପ୍ରଥମ ଥର ତାପମାତ୍ରା ଟପିଲା ୪୬, ରାଜଧାନୀରେ ୪୫ ପାର୍

BSKY banner  750×100

ଭୁବନେଶ୍ୱର :ତାତିରୁ ମିଳୁନି ଆଶ୍ୱସ୍ତି। ପ୍ରବଳ ତାତିରେ ଛଟପଟ ରାଜ୍ୟବାସୀ। ରାଜ୍ୟରେ ଚଳିତ ବର୍ଷର ପ୍ରଥମ ଥର ତାପମାତ୍ରା ଡେଇଁଲା ୪୬ ଡିଗ୍ରୀ। ବାଲେଶ୍ୱର ତାପମାତ୍ରା ମଙ୍ଗଳବାର ସାଢେ ୨ଟା ସୁଦ୍ଧା ୪୬ ଡିଗ୍ରୀ ଛୁଇଁଛି। ଏହାସହ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୫ ଡିଗ୍ରୀ ପାର୍ କରିଥିବା ବେଳେ ୪୫.୪ ରେକର୍ଡ କରାଯାଇଛି। ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ଆହୁରି ୩ ଦିନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସୂଚନା ମିଳିଛି।

Comments are closed.