www.samajalive.in
Saturday, December 13, 2025
26.1 C
Bhubaneswar

ରାତି ୧୦ଟା – ମୁଖ୍ୟ ଖବର

୧. କୌଣସି କାରଣ ନ ଦର୍ଶାଇ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରିବା ନେଇ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ସମାଲୋଚନା, କଂଗ୍ରେସ ନେତା ଶଶୀ ଥରୁରଙ୍କ ଆକାଉଣ୍ଟ ମଧ୍ୟ ସାମୟିକ ଭାବେ ବନ୍ଦ ରହିଥିବା ସୂଚନା
୨. ଗର୍ଭବତୀ ମହିଳା କରୋନା ପ୍ରତିଷେଧକ ଟିକା ନେଇପାରିବେ ବୋଲି ଆଇସିଏମଆର ସୂଚନା ଦେଇଛି
୩. କରୋନା ଆକ୍ରାନ୍ତ ହୋଇ ଛତିଶଗଡ଼ରେ ସକ୍ରିୟ ମାଓ ସଂଗଠନ ଦଣ୍ଡକାରଣ୍ୟ ଡିଭିଜନର ୭ କ୍ୟାଡର ମାଓବାଦୀଙ୍କ ମୃତ୍ୟୁ
୪. ଆବଶ୍ୟକତା ଠାରୁ ୪ଗୁଣା ଅଧିକ ଅକ୍ସିଜେନ୍ ମାଗିବା ଅଭିଯୋଗ କରି ଦିଲ୍ଲୀର ଆପ୍ ସରକାରକୁ ବିଜେପିର ସମାଲୋଚନା, ଆପ୍ କହିଲା ଏ ନେଇ କୌଣସି ରିପୋର୍ଟ ନାହିଁ
୫. ଚାନ୍ଦିପୁର କ୍ଷେପଣାସ୍ତ୍ର କେନ୍ଦ୍ରରୁ ଆଜି ପିନାକ ରକେଟର ସଫଳ ପରୀକ୍ଷଣ ହୋଇଛି
୬. ଦେଶରେ ଚିହ୍ନଟ ୪୮ଟି ଡେଲଟା ପ୍ଲସ ମାମଲା ମଧ୍ୟରୁ ଓଡ଼ିଶାରୁ ଗୋଟିଏ,ସେ ଦେଓଗଡ଼ର ହୋଇଥିବା ସ୍ୱାସ୍ଥ୍ୟ ବିଭାଗର ସୂଚନା
୭. ପ୍ରକାଶ ପାଇଲା ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଫଳ, ପାସ ହାର ୯୭.୮୯ ପ୍ରତିଶତ
୮. କୋଭିଡ ସଂକ୍ରମଣ ବଢ଼ିବା ଆଶଙ୍କାରେ ଭୁବନେଶ୍ୱର ୟୁନିଟ-୧ ଭିତର ହାଟ ଜୁଲାଇ ୧ ପର୍ଯ୍ୟନ୍ତ ବନ୍ଦ
୯. ମ୍ୟାଟ୍ରିକ ଫେଲ ହୋଇଥିବା ପିଲାଙ୍କ ସଂଖ୍ୟା ୭ ହଜାର ୭୦୩
୧୦. ଚଳିତ ବର୍ଷ ଏ୧ ଶ୍ରେଣୀରେ ୨୬୫୬, ଏ୨ ଶ୍ରେଣୀରେ ୨୨୧୩୧, ବି୧ ଶ୍ରେଣୀରେ ୫୨୨୫୧, ବି୨ ଶ୍ରେଣୀରେ ୯୪୪୭୫ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories